ସୁନ୍ଦରଗଡ଼: ଉଜ୍ଜଳପୁରଫରେଷ୍ଟରେଞ୍ଜରବିକରୁଆବାହାଲଗାଁନିକଟରେଏକଆହତଦନ୍ତାର ସାଢ଼େ ୧୦ଟା ବେଳକୁ ମୃତ୍ଯୁ ହୋଇଛି। ଘଟଣାସ୍ଥଳରେ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ଆଖି ବୁଜିଲା ଆହତ ଦନ୍ତା
ସକାଳେ ଏକ ଆହତ ଦନ୍ତା ଠାବ କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ହାତୀକୁ ବୋମା ମାଡ଼ ହୋଇଛି। ଯାହା ଫଳରେ ହାତୀ ଶୁଣ୍ଢରେ ଗଭୀର ଆଘାତ ଲାଗିଛି। ହେଲେ ପରେ ଆଖି ବୁଜିଛି ଆହତ ଦନ୍ତା।
/sambad/media/media_files/2025/01/25/EY9yQMwj2SqR8M3ETfs8.jpg)
ସକାଳେ ଏକ ଆହତଦନ୍ତା ଠାବକରାଯାଇଥିଲା। ସ୍ଥାନୀୟଲୋକଙ୍କଅଭିଯୋଗଅନୁଯାୟୀହାତୀକୁବୋମାମାଡ଼ହୋଇଛି।ଯାହାଫଳରେହାତୀଶୁଣ୍ଢରେଗଭୀରଆଘାତଲାଗିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)