ସମ୍ବଲପୁର: ଆଜି ତୃତୀୟ ଦିବସରେ ବି ଓଡ଼ିଶାରପୂର୍ବତନସ୍ବାସ୍ଥ୍ୟମନ୍ତ୍ରୀସ୍ବର୍ଗତନବଦାସଙ୍କଭାଇବ୍ରଜକିଶୋରଦାସଙ୍କଘରେଆୟକରବିଭାଗପକ୍ଷରୁଚଢ଼ଉଜାରି ରହିଛି।ଟିକସଫାଙ୍କିବାଅଭିଯୋଗରେସୁପରକ୍ଲାସଠିକାଦାରବ୍ରଜକିଶୋରଦାସଙ୍କଧନକଉଡ଼ାଘରେଆୟକରଟିମ୍ଚଢ଼ଉକରୁଛି।ଉଭୟଭୁବନେଶ୍ବରଓଛତିଶଗଡ଼ଆୟକରଟିମ୍ପକ୍ଷରୁମିଳିତଚଢ଼ଉକରାଯାଉଛି। ଏହି ଚଢ଼ଉ ଆସନ୍ତାକାଲି ବି ଚାଲିବ ବୋଲି ଜଣାଯାଇଛି। ତେଣେ ଭୁବନେଶ୍ବରରୁ କେତେକ ଆୟକର ଅଧିକାରୀ ପହଞ୍ଚିବେ। ସେମାନେ ଜବତ ସାମଗ୍ରୀକୁ ନେଇ ତନାଘନା କରିବେ।
ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ପ୍ରଥମେ ଏକାସାଙ୍ଗେ୧୦ଟିଗାଡ଼ିରେ୨୦ଜଣିଆ ଆୟକରଟିମ୍ଏହିଚଢ଼ଉ ଆରମ୍ଭକରିଥିଲେ। ଏହାଛଡ଼ା ସ୍ବର୍ଗତନବଦାସଙ୍କଭାଇବ୍ରଜକିଶୋରଦାସଙ୍କ ସହ ଜଡ଼ିତ ଅନ୍ୟ କେତେକ ଠିକାଦାର ତଥା ବ୍ୟବସାୟୀଙ୍କ ଘରେ ବି ଏକସମୟରେ ଆୟକରବିଭାଗପକ୍ଷରୁଚଢ଼ଉ କରାଯାଇଥିଲା।
ସ୍ବର୍ଗତନବଦାସଙ୍କଭାଇବ୍ରଜକିଶୋରଦାସଙ୍କଘରୁମର୍ସିଡିଜ, ରେଞ୍ଜରୋଭର, କିଆଠୁଆରମ୍ଭକରିବିଭିନ୍ନଦାମୀକାରଜବତହୋଇଥିବାକୁହାଯାଉଛି।