ଭୁବନେଶ୍ବର: ଝାରପଡ଼ା ଜେଲରେ ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା -ଅନିଲଙ୍କୁ ଆୟକର ବିଭାଗର ପକ୍ଷରୁ ଜେରା କରାଯାଉଥିବାର ସୂଚନା ରହିଛି।.ବେନାମୀ ସମ୍ପତ୍ତି ନେଇ ଆୟକର ବିଭାଗର ଜେରା ଚାଲିଛି। ଆୟକର ବିଭାଗର ଦୁଇଟି ଟିମ୍ ଝାରପଡ଼ା ଜେଲରେ ପହଞ୍ଚି ଉଭୟଙ୍କୁ ଜେରା କରୁଛନ୍ତି।
ଆୟକର ବିଭାଗ ହଂସିତା ମାମଲାରେ ପାଖାପାଖି ୧୬ଟି ସ୍ଥାନରେ ଚଢଉ କରିବା ସହ ଶହେ କୋଟିରୁ ଉର୍ଦ୍ଧ ସମ୍ପତ୍ତି ଠାବ କରିଥିଲା. ଏହାରି ଭିତରେ ୫୮କୋଟି ଟଙ୍କାର ବେନାମୀ ସମ୍ପତ୍ତିର ପ୍ରମାଣ ବି ମିଳିଥିଲା ଆୟକର ବିଭାଗକୁ। ଏଥିରେ ୧୭କୋଟି ଟଙ୍କା ଏକାଧିକ ବିଲଡରଙ୍କ ପାଖରେ ରହିଥିବାର ପ୍ରମାଣ ମିଳିଛି। ଏହାରି ଭିତରେ ଏକାଧିକ ରାଜନେତାଙ୍କ ସମ୍ପୃକ୍ତି ମଧ୍ୟ ସାମ୍ନାକୁ ଆସିଛି। ସମସ୍ତ୍ ତଥ୍ୟ ସହ ରାଜନେତାଙ୍କ ସମ୍ପର୍କରେ ଜାଣିବା ପାଇଁ ଜେଲ ଭିତରେ ଉଭୟଙ୍କୁ ଆୟକର ବିଭାଗ ଟିମ୍ ଜେରା କରିବ। .
ପୂର୍ବରୁ ଆୟକର ବିଭାଗ ହଂସିତା ମାମଲାରେ ପାଖାପାଖି ୧୬ଟି ସ୍ଥାନରେ ଚଢଉ କରିବା ସହ ଶହେ କୋଟିରୁ ଉର୍ଦ୍ଧ ସମ୍ପତ୍ତି ଠାବ କରିଥିଲା. ଏହାରି ଭିତରେ ୫୮କୋଟି ଟଙ୍କାର ବେନାମୀ ସମ୍ପତ୍ତିର ପ୍ରମାଣ ବି ମିଳିଥିଲା ଆୟକର ବିଭାଗକୁ। ଏଥିରେ ୧୭କୋଟି ଟଙ୍କା ଏକାଧିକ ବିଲଡରଙ୍କ ପାଖରେ ରହିଥିବାର ପ୍ରମାଣ ମିଳିଛି। ଏହାରି ଭିତରେ ଏକାଧିକ ରାଜନେତାଙ୍କ ସମ୍ପୃକ୍ତି ମଧ୍ୟ ସାମ୍ନାକୁ ଆସିଛି। ସମସ୍ତ୍ ତଥ୍ୟ ସହ ରାଜନେତାଙ୍କ ସମ୍ପର୍କରେ ଜାଣିବା ପାଇଁ ଜେଲ ଭିତରେ ଉଭୟଙ୍କୁ ଆୟକର ବିଭାଗ ଟିମ୍ ଜେରା କରିବ। .
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/02/03/eMxPVMSKSNQliwZ8JSm3.jpg)