ଘୁ.ଉଦୟଗିରି: ସନାତନ ଧର୍ମ ସୁରକ୍ଷା ପରିଷଦ ତରଫରୁ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବତିଙ୍ଗିଆ ସୁନ୍ଦରବନ ଅଞ୍ଚଳ ଭ୍ରାମ୍ୟମାଣ ବାର୍ଷିକ ଯଜ୍ଞ କମିଟି ପକ୍ଷରୁ ୪୬ତମ ବାର୍ଷିକ ବିଶ୍ଵଶାନ୍ତି ୨୪ ପ୍ରହର ପଞ୍ଚ ମହାଯଜ୍ଞ ମଇ ୫ ତାରିଖ ରୁ ମଇ ୮ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ଅନୁଷ୍ଠିତ ହେବI
ଏହି ପରିପ୍ରେକ୍ଷୀରେ ରବିବାର ଶୁଭ ଅବସରରେ ଶତାଧିକ ମହିଳା ମୁଣ୍ଡରେ ପୂର୍ଣ୍ଣ କୁମ୍ଭ ଧରି ବତିଙ୍ଗିଆରୁ ପଦଯାତ୍ରାରେ ବାହାରି ମାଲିକାପୋଡି, ଗୁଡ୍ରି ପଡ଼ି,ଘୁ.ଉଦୟଗିରି ବନ୍ଧଚ୍ଛକ,ଗାନ୍ଧୀଛକ ଜଗନ୍ନାଥ ମନ୍ଦିର ପରିକ୍ରମା କରି ଭଗବତ କ୍ଷେତ୍ର ବତିଙ୍ଗିଆ ଯଜ୍ଞ ସ୍ଥଳ ଅଭିମୁଖେ ପ୍ରାୟ ୧୦କିମି ଯାତ୍ରା କରିଥିଲେI
Kandhamal
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/04/t1cc03jnf07YdiTTCbVi.jpg)