ମେଷ: ରବି ଓ ସୋମବାର ଜୀବନରେ ନୂଆ ଖୁସି ଆସିବ। ମଙ୍ଗଳ ଓ ବୁଧବାର ବୈବାହିକ ଜୀବନ ସୁଖମୟ ହେବ। ଗୁରୁ, ଶୁକ୍ର ଓ ଶନିବାର ସରକାରୀ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା।
ବୃଷ: ରବି ଓ ସୋମବାର କ୍ୟାରିୟର୍ ସମ୍ବନ୍ଧରେ ନୂଆ ଅବସର ପାଇବେ। ମଙ୍ଗଳ ଓ ବୁଧବାର ଜୀବନ ଭଲ ଢଙ୍ଗରେ ଜିଇବା ପାଇଁ ପ୍ରୟାସ କରିବେ। ଗୁରୁ, ଶୁକ୍ର ଓ ଶନିବାର ସମସ୍ୟା ସମାଧାନ ପାଇଁ ମାର୍ଗ ଖୋଜିନେବେ।
ମିଥୁନ: ରବି ଓ ସୋମବାର ଜୀବନରେ ଭଲ ପରିବର୍ତ୍ତନ ଅାଣିବାକୁ ଚାହିବେ। ମଙ୍ଗଳ ଓ ବୁଧବାର ବ୍ୟବସାୟରେ ବାପାମା’ଙ୍କ ସହଯୋଗ ପାଇବେ। ଗୁରୁ, ଶୁକ୍ର ଓ ଶନିବାର କାମରେ ଭଲ ପରିଣାମ ପାଇବେ।
କର୍କଟ: ରବି ଓ ସୋମବାର ନିବେଶ କରିବା ପୂର୍ବରୁ ବଡ଼ଙ୍କର ମତ ନିଅନ୍ତୁ। ମଙ୍ଗଳ ଓ ବୁଧବାର ଧର୍ମ କାର୍ଯ୍ୟରେ ମନ ଲାଗିବ। ଗୁରୁ, ଶୁକ୍ର ଓ ଶନିବାର ସବୁ କାମ ସଫଳତାପୂର୍ବକ ସଂପୂର୍ଣ୍ଣ ହେବ।
ସିଂହ: ରବି ଓ ସୋମବାର କିଛି ନୂଆ ଶିଖିବାର ଅବସର ପାଇବେ। ମଙ୍ଗଳ ଓ ବୁଧବାର ପାରିବାରିକ ବାତାବରଣ ସକାରାତ୍ମକ ରହିବ। ଗୁରୁ, ଶୁକ୍ର ଓ ଶନିବାର ବ୍ୟବସାୟରେ ବହୁତ ଅଧିକ ଦାୟିତ୍ବ ରହିବ।
କନ୍ୟା: ରବି ଓ ସୋମବାର ସକାରାତ୍ମକ ବ୍ୟବହାରରେ ଲୋକଙ୍କୁ ପ୍ରଭାବିତ କରିବେ। ମଙ୍ଗଳ ଓ ବୁଧବାର ମନରେ ନୂଆ ନୂଆ ବିଚାର ସମାବେଶ ହେବ। ଗୁରୁ, ଶୁକ୍ର ଓ ଶନିବାର କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ।
ତୁଳା: ରବି ଓ ସୋମବାର ସ୍ବଭାବରେ ସକାରାତ୍ମକ ପରିବର୍ତ୍ତନ ଆସିବ। ମଙ୍ଗଳ ଓ ବୁଧବାର ସବୁ ପ୍ରଯତ୍ନରେ ସଫଳ ହେବେ। ଗୁରୁ, ଶକ୍ର ଓ ଶନିବାର ପ୍ରେମିକପ୍ରେମିକା ନିଜର ଭୁଲ୍ ବୁଝି ସମ୍ବନ୍ଧକୁ ସମ୍ମାନ ଦେବେ।
ବିଛା: ରବି ଓ ସୋମବାର ମାଟି, ବାଲି ବ୍ୟବସାୟରେ ଭଲ ଲାଭ ପାଇବେ। ମଙ୍ଗଳ ଓ ବୁଧବାର ସନ୍ତାନର ଉନ୍ନତିରେ ଖୁସି ରହିବେ। ଗୁରୁ, ଶୁକ୍ର ଓ ଶନିବାର ଅଫିସ୍ରେ ନୂଆ ଦାୟିତ୍ବ ପାଇବେ।
ଧନୁ: ରବି ଓ ସୋମବାର ବେପାରରେ ଭଲ ଲାଭ ହେବ। ମଙ୍ଗଳ ଓ ବୁଧବାର ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଗୁରୁ, ଶୁକ୍ର ଓ ଶନିବାର ଦାମ୍ପତ୍ୟ ଜୀବନ ରୋଚକ ଓ ସୁଖମୟ ରହିବ।
ମକର: ରବି ଓ ସୋମବାର ଜୀବନରେ ସକାରାତ୍ମକତା ବଜାୟ ରହିବ। ମଙ୍ଗଳ ଓ ବୁଧବାର ବେପାରରେ ପୂର୍ବ ଅପେକ୍ଷା ସ୍ଥିତି ଭଲ ରହିବ। ଗୁରୁ, ଶୁକ୍ର ଓ ଶନିବାର ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ।
କୁମ୍ଭ: ରବି ଓ ସୋମବାର ନିବେଶ ବିଷୟରେ ନୂଆ ପରାମର୍ଶ ପାଇବେ। ମଙ୍ଗଳ ଓ ବୁଧବାର ଅଫିସ୍ରେ ଅଧିକ ସମୟ କାମ କରିବାକୁ ପଡ଼ିପାରେ। ଗୁରୁ, ଶୁକ୍ର ଓ ଶନିବାର ଘରର ପରିବେଶରେ ପ୍ରସନ୍ନତା ରହିବ।
ମୀନ: ରବି ଓ ସୋମବାର ଆର୍ଥିକ ମାମଲାରେ କୌଣସି ବିଶେଷଜ୍ଞଙ୍କଠାରୁ ପରାମର୍ଶ ନେବେ। ମଙ୍ଗଳ ଓ ବୁଧବାର ଶିକ୍ଷା କ୍ଷେତ୍ରରେ ମନୋକାମନା ପୂରଣ ହେବ। ଗୁରୁ, ଶୁକ୍ର ଓ ଶନିବାର ଆୟରେ ବୃଦ୍ଧି ହେବ।
ଦୈନିକ ରାଶିଫଳ | ଜୀବନଚର୍ଯ୍ୟା | Leading