କୁଚିଣ୍ଡା: ସମ୍ବଲପୁରଜିଲ୍ଲା କୁଚିଣ୍ଡା ଉପଖଣ୍ଡ ସଦର ତହସିଲଦାର ଜମି ପଟାମାଲିକାନା ସତ୍ତ୍ବ ଦେବା ସମୟରେ କିଛି ଲୋକଙ୍କୁ ଅଣଦେଖା କରି କିଛି ଲୋକଙ୍କୁ ଅଧିକ ଅନୁକମ୍ପା ଘଟଣାରେ କୁଚିଣ୍ଡା ରାଜସ୍ବ ନିରୀକ୍ଷକ ନିଲମ୍ବିତ ହୋଇଛନ୍ତି। ଏହି ଘଟଣାରେ ଆଗରୁ ତହସିଲଦାର ମିତାଲି ମଧୁସ୍ମିତା ଦଳେଇ ନିଲମ୍ବିତ ହୋଇଥିଲେ।
ଗତ ୧୬ ତାରିଖ କୁଚିଣ୍ଡା ସଦର କୁଚିଣ୍ଡା ରାଜସ୍ବ ନିରୀକ୍ଷକ ଅର୍ଜୁନ ବାଗଙ୍କୁ ରାଜସ୍ବ ବିଭାଗ ନିଲମ୍ବନ କରିଛନ୍ତି। ଏହି ଘଟଣାରେ କୁଚିଣ୍ଡାର ରାଜେଶ ଅଗ୍ରୱାଲ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ। ତହସିଲଦାର ଓ କୁଚିଣ୍ଡା ରାଜସ୍ବ ନିରୀକ୍ଷକ ନିଲମ୍ବିତ ହେବା ପରେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଦୁର୍ନୀତି ବିରୁଦ୍ଧରେ ତତକ୍ଷଣାତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
ଏହି ଘଟଣାରେ ଗତ ୧୬ ତାରିଖ କୁଚିଣ୍ଡା ସଦର କୁଚିଣ୍ଡା ରାଜସ୍ବ ନିରୀକ୍ଷକ ଅର୍ଜୁନ ବାଗଙ୍କୁ ରାଜସ୍ବ ବିଭାଗ ନିଲମ୍ବନ କରିଛନ୍ତି। ଏହି ଘଟଣାରେ କୁଚିଣ୍ଡାର ରାଜେଶ ଅଗ୍ରୱାଲ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ। ତହସିଲଦାର ଓ କୁଚିଣ୍ଡା ରାଜସ୍ବ ନିରୀକ୍ଷକ ନିଲମ୍ବିତ ହେବା ପରେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଦୁର୍ନୀତି ବିରୁଦ୍ଧରେ ତତକ୍ଷଣାତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/09/17/new-project-16-2025-09-17-13-41-49.jpg)