ବଣାଇଁଗଡ଼: ଆଜି ସକାଳେ ବନବିଭାଗ ପାଇଁ ଚାରା ରୋପଣ ପାଇଁ ନିୟୋଜିତ ହୋଇଥିବା ଗାଡ଼ିରେ କେନ୍ଦ୍ରିକଳା ଗ୍ରାମର ମହିଳା ଓ ପୁରୁଷ ଶ୍ରମିକମାନେ କରିଥିବା କାମର ଫଟୋ ଉଠାଇ ଫେରୁ ଥିବା ବେଳେ କେଲୋ ଗ୍ରାମରେ ୩୦ରୁ ଊର୍ଧ୍ଵ ଲୋକ ଦୁର୍ଘଟଣା ଶିକାର ହୋଇଥିଲେ। ଏହି ଦୁର୍ଘଟଣା କାରଣରୁ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲାl
ଆଜି ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ପରିବାର ଲୋକ ଓ ଗ୍ରାମବାସୀ ମୃତ ମହିଳାଙ୍କ ଶବ ରଖି ଓ ଗୁରୁତର ହୋଇଥିବା ରୋଗୀଙ୍କ ଉତ୍ତମ ଚିକିତ୍ସା ପାଇଁ ଦାବି ଉପସ୍ଥାପନା କରିଥିଲେ। ଏଥି ସହିତ ସମ୍ମୁଖରେରେ ଥିବା ରାସ୍ତା ଉପରେ ଧାରଣା ଦେଇଥିଲେ।
sundargarh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/08/25/banai-2025-08-25-17-13-33.jpg)