ଜଗତସିଂହପୁର: କଟକ-ଜଗତସିଂହପୁର ମୁଖ୍ଯରାସ୍ତାର ତରିକୁନ୍ଦ ଠାରେ ମାଛଗାଁ କେନାଲରେ ୧୦ ଫୁଟ ଚଉଡ଼ାର ଘାଇ ହୋଇଛି। ଫଳରେ ମୁଖ୍ଯରାସ୍ତା ଉପରେ ୩ ଫୁଟ ଉଚ୍ଚତାରେ ପାଣି ଚାଲିବା ସହ ଶତାଧିକ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଛି। ୨୦ରୁ ଅଧିକ ଘର ପାଣି ଘେରରେ ବୁଡ଼ି ରହିଛି। ଡ୍ରେନେଜ ବିଭାଗର ଅଧିକାରୀ ପହଞ୍ଚି ଅସ୍ଥାୟୀ ଭାବେ ବନ୍ଧ ବାନ୍ଧିବା ସହ ପରିସ୍ଥିତି ଉପରେ ନଜର ରଖିଛନ୍ତି। କାହିଁକି ଓ କେଉଁ ପରିସ୍ଥିତିରେ ବନ୍ଧ ଭାଙ୍ଗିଲା ତାହା ଜଣାପଡ଼ି ନାହିଁ।
୨୦ରୁ ଅଧିକ ଘର ପାଣି ଘେରରେ ବୁଡ଼ି ରହିଛି। ଡ୍ରେନେଜ ବିଭାଗର ଅଧିକାରୀ ପହଞ୍ଚି ଅସ୍ଥାୟୀ ଭାବେ ବନ୍ଧ ବାନ୍ଧିବା ସହ ପରିସ୍ଥିତି ଉପରେ ନଜର ରଖିଛନ୍ତି।
Jagatsinghpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/30/canel-2025-07-30-18-42-47.jpg)