ଭୁବନେଶ୍ବର: ସ୍ପେସାଲ କ୍ରାଇମ ୟୁନିଟ ହାତରେ ମହେଶ ବିହାରୀ। କମିସନରେଟ ପୁଲିସ ହାତରେ ଝାଡ଼ଖଣ୍ଡ ଅଭିଯୁକ୍ତ। ବନ୍ଧୁକ ବିକ୍ରି ଗ୍ୟାଙ୍ଗର ପର୍ଦାଫାସ କରିଛି ପୁଲିସ୍ I ୩ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୮ ପିସ୍ତଲ ଓ ୩୧ଟି ଗୁଳି ଜବତ ହୋଇଛି I 

Advertisment

ସ୍ପେସାଲ କ୍ରାଇମ ୟୁନିଟ ହାତରେ ମହେଶ ବିହାରୀ। କମିସନରେଟ ପୁଲିସ ହାତରେ ଝାଡ଼ଖଣ୍ଡ ଅଭିଯୁକ୍ତ। ବନ୍ଧୁକ ବିକ୍ରି ଗ୍ୟାଙ୍ଗର ପର୍ଦାଫାସ କରିଛି ପୁଲିସ୍ I ୩ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୮ ପିସ୍ତଲ ଓ ୩୧ଟି ଗୁଳି ଜବତ ହୋଇଛି I ଓଡ଼ିଶା ପୁଲିସ ହାତରେ ଧରାପଡ଼ିଥିବା ମୋଷ୍ଟ ୱାଣ୍ଟେଡ ଅପରାଧୀ ମହେଶ ବିହାରୀର ଘର ଝାଡ଼ଖଣ୍ଡରେI ୧୩ ବର୍ଷ ଧରି ବନ୍ଧୁକ କାରବାର ଚଳାଇଥିଲା ସେI ପୂଜା ବଜାରରେ ଦାଦାବଟି ପାଇଁ ବାହାରୁ ଆସିଥିଲା ବନ୍ଧୁକI

ଓଡ଼ିଶା ପୁଲିସ ହାତରେ ଧରାପଡ଼ିଥିବା ମୋଷ୍ଟ ୱାଣ୍ଟେଡ ଅପରାଧୀ ମହେଶ ବିହାରୀର ଘର ଝାଡ଼ଖଣ୍ଡରେI ୧୩ ବର୍ଷ ଧରି ବନ୍ଧୁକ କାରବାର ଚଳାଇଥିଲା ସେI ପୂଜା ବଜାରରେ ଦାଦାବଟି ପାଇଁ ବାହାରୁ ଆସିଥିଲା ବନ୍ଧୁକI