ମାଲକାନଗିରି: ଓଡ଼ିଶା ସୀମାନ୍ତ ଛତିଶଗଡ଼ର ଘଞ୍ଚ ଜଙ୍ଗଲରେ ପଇଁତରା ମାରୁଛି ଏମଆଇ-୧୭ହେଲିକପ୍ଟର। ଯବାନମାନେ ପାହାଡ଼ ଶୀର୍ଷରେ ରହି ଅପରେସନ୍ କରୁଛନ୍ତି। ମାଓବାଦୀମୁକ୍ତ କରିବା ଲାଗି ସେମାନେ ଗତ ୫ ଦିନ ଧରି ବଡ଼ ଧରଣର ଅପରେସନ ଚଳାଇଛନ୍ତି।
ଛତିଶଗଡ଼- ତେଲେଙ୍ଗାନା ସୀମାରେ ବିଜାପୁର ଓ ଭଦ୍ରାଚଲମ ସୀମାବର୍ତ୍ତୀ କରିଗେଟାଲ ଜଙ୍ଗଲରେ ଅପରେସନ ଜାରି ରହିଛି। ୧୦ ହଜାର ଯବାନ କରିଗେଟା ଜଙ୍ଗଲକୁ ଘେରି ରଖିଛନ୍ତି। ଜଙ୍ଗଲରେ ଏକ ହଜାର ମାଓବାଦୀଙ୍କୁ ଘେରି ରଖିଛନ୍ତି ଯବାନ। ଏଣେ ଘଞ୍ଚ ଜଙ୍ଗଲରେ ପଇଁତରା ମାରୁଛି ଏମଆଇ-୧୭ ହେଲିକପ୍ଟର। ଅପରେସନରେ ବାୟୁ ସେନାର ହେଲିକପ୍ଟର ସାମିଲ ହୋଇଛି। ଏହାଛଡ଼ା ଅତ୍ଯାଧୁନିକ ଡ୍ରୋନ ସହାୟତାରେ ମାଓ ଗତିବିଧି ଉପରେ ନଜର ରଖାଯାଇଛି।

maoists
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/04/26/ry0Ep4tm8mcIRTTcBm0F.jpg)