ଅନୁଗୁଳ: ଅନୁଗୁଳ ଥାନା ଅନ୍ତର୍ଗତ ଗୀତାଗ୍ରାମରେ ଘର ଭିତରେ ନିଆଁ ଲଗାଇ ହୋଇ ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଥିବାର ସୂଚନା ରହିଛି। ଖବର ପାଇ ଘଟଣା ସ୍ଥଳରେ ଅନୁଗୋଳ ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଛି।

Advertisment

ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ଖବର ଅନୁସାରେ ସୁରଜ ସାହୁଙ୍କର ତାଙ୍କ ସ୍ତ୍ରୀଙ୍କ ସହିତ ଗତକାଲି ରାତିରେ ଝଗଡା ହୋଇଥିଲେ। ରାତିରେ ଝଗଡା ସମସ୍ତେ ଶୋଇଥିଲେ। ଆଜି ଭୋର୍ ସକାଳ ପ୍ରାୟ ସାଢେ଼ ପାଞ୍ଚଟା ବେଳେ ଘର ଲୋକ ନିତ୍ୟକର୍ମରେ ବ୍ୟସ୍ତ ଥିବା ବେଳେ ସୁରଜ ସାହୁ ଘର ଭିତରେ ବାଟ ଦେଇ ନିଜେ ନିଆଁ ଲଗାଇ ଜୀବନ୍ତ ଦଗ୍ଧ ହୋଇଛନ୍ତି।

ସୁରଜ ସାହୁଙ୍କର ତାଙ୍କ ସ୍ତ୍ରୀଙ୍କ ସହିତ ଗତକାଲି ରାତିରେ ଝଗଡା ହୋଇଥିଲେ। ରାତିରେ ଝଗଡା ସମସ୍ତେ ଶୋଇଥିଲେ। ଆଜି ଭୋର୍ ସକାଳ ପ୍ରାୟ ସାଢେ଼ ପାଞ୍ଚଟା ବେଳେ ଘର ଲୋକ ନିତ୍ୟକର୍ମରେ ବ୍ୟସ୍ତ ଥିବା ବେଳେ ସୁରଜ ସାହୁ ଘର ଭିତରେ ବାଟ ଦେଇ ନିଜେ ନିଆଁ ଲଗାଇ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏଣେ ଖବର ପାଇ ଘଟଣା ସ୍ଥଳରେ ଅନୁଗୁଳ ଦମକଳ ବାହିନୀ ପହଞ୍ଚି ଥିଲେ। ନିଆଁ ଅତ୍ୟଧିକ ପ୍ରକୋପ ଯୋଗୁଁ ଦମକଳ ବାହିନୀ ଘର ପଛ ପଟ କବାଟ ଭାଙ୍ଗି ନିଆଁକୁ ଆୟତ୍ତ କରି ମୃତ ବ୍ୟକ୍ତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଛି। ପରେ ଖବର ପାଇ ଅନୁଗୁଳ ପୁଲିସ ପହଞ୍ଚି ତଦନ୍ତ କରୁଛି।

ଏଣେ ଖବର ପାଇ ଘଟଣା ସ୍ଥଳରେ ଅନୁଗୁଳ ଦମକଳ ବାହିନୀ ପହଞ୍ଚି ଥିଲେ। ନିଆଁ ଅତ୍ୟଧିକ ପ୍ରକୋପ ଯୋଗୁଁ ଦମକଳ ବାହିନୀ ଘର ପଛ ପଟ କବାଟ ଭାଙ୍ଗି ନିଆଁକୁ ଆୟତ୍ତ କରି ମୃତ ବ୍ୟକ୍ତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଛି। ପରେ ଖବର ପାଇ ଅନୁଗୁଳ ପୁଲିସ ପହଞ୍ଚି ତଦନ୍ତ କରୁଛି।