ଭୁବନେଶ୍ବର: ବିଜେଡିସାଂସଦମାନଙ୍କୁ ନେଇପୁଣି ବିଜେପି ରାଜ୍ୟସଭାସାଂସଦମମତାମହାନ୍ତ ବିସ୍ଫୋରକ ବୟାନ ଦେଇଛନ୍ତି। ସେକହିଛନ୍ତି, ଅଧିକାଂଶ ବିଜେଡି ସାଂସଦ ବିଜେପି ସହ ଯୋଗାଯୋଗରେ ଅଛନ୍ତି। ସେମାନେ ସୁଯୋଗ ଅପେକ୍ଷାରେ ଅଛନ୍ତି। ଜଣକପରେ ଜଣେ ବିଜେପିରେ ଯୋଗ ଦେବେ।
ବିଜେପି ରାଜ୍ୟସଭାସାଂସଦମମତାମହାନ୍ତ ବିସ୍ଫୋରକ ବୟାନ ଦେଇଛନ୍ତି। ସେକହିଛନ୍ତି, ଅଧିକାଂଶ ବିଜେଡି ସାଂସଦ ବିଜେପି ସହ ଯୋଗାଯୋଗରେ ଅଛନ୍ତି। ସେମାନେ ସୁଯୋଗ ଅପେକ୍ଷାରେ ଅଛନ୍ତି। ଜଣକପରେ ଜଣେ ବିଜେପିରେ ଯୋଗ ଦେବେ। ବିଶେଷକରି ଯେଉଁ ବିଜେଡି ସାଂସଦମାନେ ୱାକଫ୍ ବିଲ ସପକ୍ଷରେ ଭୋଟ୍ ଦେଇଥିଲେ, ସେମାନେ ବିଜେପିରେ ଯୋଗ ଦେବେ।
ବିଶେଷକରି ଯେଉଁ ବିଜେଡି ସାଂସଦମାନେ ୱାକଫ୍ ବିଲ ସପକ୍ଷରେ ଭୋଟ୍ ଦେଇଥିଲେ, ସେମାନେ ବିଜେପିରେ ଯୋଗ ଦେବେ।
ସୂଚନାଯୋଗ୍ୟ, ପୂର୍ବରୁ ଦୁଇଜଣ ବିଜେଡି ସାଂସଦ ମମତା ମହାନ୍ତ ଓ ସୁଜିତ କୁମାର ବିଜେପିରେ ଯୋଗ ଦେଇଥିଲେ। ଏହାପରେ କାହାର ପାଳି ତା’ଉପରେ ରହିଛି ଅନେକଙ୍କ ନଜର।