ବିଶ୍ରା: ରାଉରକେଲାରେ ନାବାଳିକା ଦୁଷ୍କର୍ମ ଘଟଣାରେ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ଏହି ତିନିଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରିବା ପରେ ବାନ୍ଧିଛି। ଆଜିସେମାନଙ୍କୁକୋର୍ଟଚାଲାଣକରାଯିବ।
ସୁନ୍ଦରଗଡ଼ଜିଲ୍ଲାବିଶ୍ରାଥାନାଠାରୁମାତ୍ର୨୦୦ମିଟରଦୂରରେଜଣେ୧୫ବର୍ଷୀୟାନାବାଳିକାଙ୍କୁରାତିସାରାଗଣଦୁଷ୍କର୍ମକରାଯାଇଛି।ଏନେଇରାଉରକେଲାଉଦିତନଗରଥାନାରେଅଭିଯୋଗହୋଇଛି।ଏହାପରେତୁରନ୍ତକାର୍ଯ୍ୟାନୁଷ୍ଠାନଗ୍ରହଣକରିଉଦିତନଗରପୁଲିସଘଟଣାରେସମ୍ପୃକ୍ତିଅଭିଯୋଗରେ୩ଜଣଙ୍କୁଅଟକରଖିଥିଲା।ସେମାନଙ୍କମଧ୍ୟରେନାବାଳିକାଙ୍କପୁରୁଷବନ୍ଧୁ, ବିଶ୍ରାଅଞ୍ଚଳରଜଣେଯୁବକଓସେଠାକାରଜଣେମାଛବେପାରୀଅଛନ୍ତି।

ଅଭିଯୋଗଅନୁସାରେ, ରାଉରକେଲାଉଦିତନଗରଅଞ୍ଚଳରେସମ୍ପୃକ୍ତନାବାଳିକାଙ୍କଘର।ରାଉରକେଲାରେରହୁଥିବାତାଙ୍କପୁରୁଷବନ୍ଧୁଓବିଶ୍ରାଅଞ୍ଚଳରଜଣେବନ୍ଧୁନାବାଳିକାଙ୍କୁପ୍ରଲୋଭିତକରିବିଶ୍ରାସହରରଗ୍ରିନ୍ଗାର୍ଡେନକୁନେଇଆସିଥିଲେ।ସେଠାରେଏକଘରେତାଙ୍କୁରାତିସାରାଦୁଷ୍କର୍ମକରିଥିଲେ।ଏହାରଫାଇଦାଉଠାଇଉକ୍ତଘରେରହୁଥିବାମାଛବେପାରୀଜଣକମଧ୍ୟନାବାଳିକାଙ୍କୁଦୁଷ୍କର୍ମକରିଥିଲା।ବାରମ୍ବାରନାବାଳିକାଙ୍କପ୍ରବଳରକ୍ତସ୍ରାବହୋଇଥିଲା।ଏହାଦେଖିତାଙ୍କପୁରୁଷବନ୍ଧୁଓବିଶ୍ରାଅଞ୍ଚଳରଯୁବକନାବାଳିକାଙ୍କୁଡାକ୍ତରପାଖକୁନେବାପରିବର୍ତ୍ତେସେଠାରୁଫେରାରହୋଇଯାଇଥିଲେ।
ଗୁରୁବାରସକାଳେଉଦିତନଗରପୁଲିସବିଶ୍ରାପୁଲିସସହାୟତାରେଗ୍ରିନ୍ଗାର୍ଡେନରଯେଉଁଘରେଦୁଷ୍କର୍ମହୋଇଥିଲାସେଠାରେରହୁଥିବାସମ୍ପୃକ୍ତମାଛବେପାରୀଓବିଶ୍ରାଅଞ୍ଚଳରଯୁବକଙ୍କୁଉଠାଇନେଇଥିଲା।ପରେରାଉରକେଲାରୁନାବାଳିକାଙ୍କପୁରୁଷବନ୍ଧୁଧରାପଡ଼ିଥିଲା।ଜୋନାଲ୍ ଡିଏସ୍ପିନିର୍ମଳମହାପାତ୍ରବିଶ୍ରାଥାନାକୁଯାଇଅଭିଯୁକ୍ତଙ୍କୁପଚରାଉଚରାକରିଥିଲେ।ଡିଏସ୍ପିଶ୍ରୀମହାପାତ୍ରଙ୍କୁପଚାରିବାରୁଗଣଦୁଷ୍କର୍ମଘଟଣାକୁସ୍ବୀକାରକରିବାସହପୁଲିସତଦନ୍ତକରୁଛିବୋଲିକହିଥିଲେ।
ଗତକାଲିବିଶ୍ରାଡାକ୍ତରଖାନାକୁଡାକ୍ତରୀମାଇନାପାଇଁସମ୍ପୃକ୍ତନାବାଳିକାଙ୍କୁନିଆଯାଇଥିଲା।ମାତ୍ରଅଭିଯୁକ୍ତମାନେନଥିବାରୁସେଠାରେତାଙ୍କରନମୁନାପରୀକ୍ଷଣହୋଇପାରିନଥିଲା।ଶୁକ୍ରବାରଅଭିଯୁକ୍ତଓନାବାଳିକାଙ୍କଡାକ୍ତରୀମାଇନାହେବ।ଏହାସହିତ୧୬୧ଧାରାରେନାବାଳିକାଙ୍କବୟାନରେକର୍ଡକରାଯିବ।