ସୁନ୍ଦରଗଡ଼: ନାବାଳିକାକୁ ଭୁଲାଇ ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରିବା ମାମଲାରେ ସୁନ୍ଦରଗଡ଼ ପକ୍ସୋ କୋର୍ଟ ଅଭିଯୁକ୍ତ ଯୁବକକୁ ୧୦ ବର୍ଷ କାରାଦଣ୍ଡା ଓ ୨୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଅଭିଯୁକ୍ତ ହେଲେ ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଚକ୍ରାମାଲ ଗ୍ରାମର ମାହାତ ମୁଣ୍ଡା।
ନାବାଳିକାକୁ ଭୁଲାଇ ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରିବା ମାମଲାରେ ସୁନ୍ଦରଗଡ଼ ପକ୍ସୋ କୋର୍ଟ ଅଭିଯୁକ୍ତ ଯୁବକକୁ ୧୦ ବର୍ଷ କାରାଦଣ୍ଡା ଓ ୨୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଅଭିଯୁକ୍ତ ହେଲେ ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଚକ୍ରାମାଲ ଗ୍ରାମର ମାହାତ ମୁଣ୍ଡା। ସୂଚନାଯୋଗ୍ୟ, ମାହାତ ପୀଡ଼ିତାଙ୍କୁ ଗର୍ଭବତୀ କରିବା ପରେ ଆଉ ବାହା ହେବାକୁ ରାଜି ନ ହେବାରୁ ପୀଡ଼ିତା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ଅଭିଯୁକ୍ତ ମାହାତ ମୁଣ୍ଡାକୁ ଗିରଫ କରି କୋର୍ଟଚାଲାଣ କରିଥିଲା।
ସୂଚନାଯୋଗ୍ୟ, ମାହାତ ପୀଡ଼ିତାଙ୍କୁ ଗର୍ଭବତୀ କରିବା ପରେ ଆଉ ବାହା ହେବାକୁ ରାଜି ନ ହେବାରୁ ପୀଡ଼ିତା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ଅଭିଯୁକ୍ତ ମାହାତ ମୁଣ୍ଡାକୁ ଗିରଫ କରି କୋର୍ଟଚାଲାଣ କରିଥିଲା।
crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/COURT-ORDER-JUSTICE-LAW-INSIDER.jpg)