ରାଉରକେଲା: ଚାନ୍ଦିପୋଷ ଷ୍ଟେସନ ନିକଟ ପରିତ୍ୟକ୍ତ କ୍ୟାବିନରେ ୭ ବର୍ଷର ନାବାଳିକାଙ୍କୁ ବସ ହେଲ୍ପର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି l ପରିବାର ସଦସ୍ୟଙ୍କ ଲିଖିତ ଏତଲା ଆଧାରରେ ଚାନ୍ଦିପୋଷ ପୁଲିସ ମାମଲା ରୁଜୁ କରିଛି l ନାବାଳିକାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାର ସେଲଟର ହୋମରେ ରଖାଯାଇଛି l
ଗତକାଲି ବିଶ୍ରା କପାଟମୁଣ୍ଡାର ଏକ ପରିବାର ଓ ପଡୋଶୀ ଚାନ୍ଦିପୋଷର ସମ୍ପର୍କୀୟଙ୍କ ନିର୍ବନ୍ଧରେ ଯୋଗଦେବାକୁ ଏକ ବସରେ ଯାଇଥିଲେl ନିର୍ବନ୍ଧ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସାତ ବର୍ଷ ନାବାଳିକା ତାର ସାଙ୍ଗମାନଙ୍କ ସହ ସେହି ସ୍ଥାନରେ ଖେଳୁଥିଲେ l ବସ ହେଲ୍ପର ଦମ୍ବରୁ ତାମଡ଼ିଆ ନାବାଳିକାଙ୍କୁ ସେଠାରୁ ଚାନ୍ଦିପୋଷ ଷ୍ଟେସନ ନିକଟ ପରିତ୍ୟକ୍ତ କ୍ୟାବିନକୁ ନେଇ ଯାଇଥିଲେ l ସେଠାରେ ଦୁଷ୍କର୍ମ କରିବାରୁ ନାବାଳିକା ଜଣକ କାନ୍ଦିଥିଲେ l ତାର କାନ୍ଦଶୁଣି ପରିବାର ଲୋକ ସେଠାରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲେ l ହେଲ୍ପର ଦମ୍ବରୁ ସେଠାରୁ ଫେରାର ହୋଇଯାଇଥିଲା l
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଶ୍ରା କପାଟମୁଣ୍ଡାର ଏକ ପରିବାର ଓ ପଡୋଶୀ ଚାନ୍ଦିପୋଷର ସମ୍ପର୍କୀୟଙ୍କ ନିର୍ବନ୍ଧରେ ଯୋଗଦେବାକୁ ଏକ ବସରେ ଯାଇଥିଲେl ନିର୍ବନ୍ଧ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସାତ ବର୍ଷ ନାବାଳିକା ତାର ସାଙ୍ଗମାନଙ୍କ ସହ ସେହି ସ୍ଥାନରେ ଖେଳୁଥିଲେ l ବସ ହେଲ୍ପର ଦମ୍ବରୁ ତାମଡ଼ିଆ ନାବାଳିକାଙ୍କୁ ସେଠାରୁ ଚାନ୍ଦିପୋଷ ଷ୍ଟେସନ ନିକଟ ପରିତ୍ୟକ୍ତ କ୍ୟାବିନକୁ ନେଇ ଯାଇଥିଲେ l ସେଠାରେ ଦୁଷ୍କର୍ମ କରିବାରୁ ନାବାଳିକା ଜଣକ କାନ୍ଦିଥିଲେ l ତାର କାନ୍ଦଶୁଣି ପରିବାର ଲୋକ ସେଠାରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲେ l ହେଲ୍ପର ଦମ୍ବରୁ ସେଠାରୁ ଫେରାର ହୋଇଯାଇଥିଲା l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/minor.jpg)