ବହୁମୁଖୀ ବନ୍ଦର ନିର୍ମାଣ ପାଇଁ ଜନଶୁଣାଣି: ୧୦ ହଜାରରୁ ଅଧିକ ଲୋକ ଏକାଠି

Advertisment

ବାଲିଆପାଳ ତହସିଲ ଅନ୍ତର୍ଗତ ଚୌମୁଖଠାରେ ସୁବର୍ଣ୍ଣରେଖା ନଦୀମୁହାଣରେ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ ଲିମିଟେଡ ଦ୍ୱାରା ବହୁମୁଖୀ ବନ୍ଦର ନିର୍ମାଣ ପାଇଁ  ପରିବେଶୀୟ ମଞ୍ଜୁରୀ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଡଗରା ମକର ମେଳା ପଡ଼ିଆରେ ଜନଶୁଣାଣି ଅନୁଷ୍ଠିତ ହେଉଛି।

balo

ବାଲିଆପାଳ: ବାଲେଶ୍ୱର ଜିଲ୍ଲା ବାଲିଆପାଳ ତହସିଲ ଅନ୍ତର୍ଗତ ଚୌମୁଖଠାରେ ସୁବର୍ଣ୍ଣରେଖା ନଦୀମୁହାଣରେ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ ଲିମିଟେଡ ଦ୍ୱାରା  ବହୁମୁଖୀ ବନ୍ଦର ନିର୍ମାଣ ପାଇଁ  ପରିବେଶୀୟ ମଞ୍ଜୁରୀ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଡଗରା ମକର ମେଳା ପଡ଼ିଆରେ ଏଡିଏମ ସୁଧାକର ନାୟକ ଓ ରାଜ୍ୟ ପ୍ରଦୂଷଣ ବୋର୍ଡର ମୁଖ୍ୟ ମନମୋହନ ମୁର୍ମୁଙ୍କ ଉପସ୍ଥିତିରେ ସର୍ବ ଜନଶୁଣାଣି ଅନୁଷ୍ଠିତ ହେଉଛି।

ବାଲିଆପାଳ ହେଉଛି ଧାନ, ପାନ,ମିନ କାଜୁର ଅଞ୍ଚଳ। ଏହି ସବୁ ଚାଷ ଉପରେ ବାଲିଆପାଳବାସୀ ଜୀବନ ଜୀବିକା ନିର୍ଭରଶୀଳ। ତେଣୁ ବନ୍ଦ ହେଲେ ଏସବୁ ହରାଇବାକୁ ପଡ଼ିବା ଏଣୁ ଲୋକେ ବନ୍ଦରକୁ ବିରୋଧ କରୁଛନ୍ତି,ମାତ୍ର ଏହି ବନ୍ଦର ପାଇଁ ହେଉଥିବା ଜନ ଶୁଣାଣି ବ୍ଲକର ୬ ପଞ୍ଚାୟତରୁ ୧୦ ହଜାର ଲୋକଙ୍କ ଉପସ୍ଥିତିରେ ହେଉଛି, ସୁରକ୍ଷା ଦୃଷ୍ଟିରୁ! ୧୦  ପ୍ଲାଟୁନ ପୁଲିସ ମୁତୟନ କରା ଯାଇଛି।

ଏହି ଜନଶୁଣାଣି ଶିବିରରେ ବାଲିଆପାଳ ବ୍ଲକର ୧୦ ହଜାରରୁ ଅଧିକ ଲୋକ ଯୋଗ ଦେଇଛନ୍ତି। ବାଲିଆପାଳ ଚୈମୁଖରେ ବନ୍ଦର ହେଲେ ଅଞ୍ଚଳର ବିକାଶ ହେବା ସହିତ ପରୋକ୍ଷରେ ଏବଂ ପ୍ରତ୍ୟକ୍ଷରେ ନିଯୁକ୍ତ ସୃଷ୍ଟି ହେବ,ମାତ୍ର ଏହି ବନ୍ଦର ପାଇଁ ସରକାରୀ ଜମି ଛଡ଼ା କୈାଣସି ବ୍ୟକ୍ତିଗତ ଜମି ଯିବ ନାହିଁ। ଏହି ବନ୍ଦର ପାଇଁ ବ୍ୟକ୍ତିଗତ ଜମି ହରାଇବାକୁ ପଡିବା ସହିତ ଜୀବନ ଜୀବିକା ସହିତ ଚାଷ ଏବଂ ବାସ ହଟାଇବାକୁ ପଡ଼ିବ ବୋଲି ଉପକୂଳ ଭିଟାମାଟି ସୁରକ୍ଷା କମିଟି ଦାବି କରିଆସୁଛି।

ବାଲିଆପାଳ ହେଉଛି ଧାନ, ପାନ,ମିନ କାଜୁର ଅଞ୍ଚଳ। ଏହି ସବୁ ଚାଷ ଉପରେ ବାଲିଆପାଳବାସୀ ଜୀବନ ଜୀବିକା ନିର୍ଭରଶୀଳ। ତେଣୁ ବନ୍ଦ ହେଲେ ଏସବୁ ହରାଇବାକୁ ପଡ଼ିବା ଏଣୁ ଲୋକେ ବନ୍ଦରକୁ ବିରୋଧ କରୁଛନ୍ତି,ମାତ୍ର ଏହି ବନ୍ଦର ପାଇଁ ହେଉଥିବା ଜନ ଶୁଣାଣି ବ୍ଲକର ୬ ପଞ୍ଚାୟତରୁ ୧୦ ହଜାର ଲୋକଙ୍କ ଉପସ୍ଥିତିରେ ହେଉଛି, ସୁରକ୍ଷା ଦୃଷ୍ଟିରୁ! ୧୦  ପ୍ଲାଟୁନ ପୁଲିସ ମୁତୟନ କରା ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe