ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଘଟିଛି ଏକ ଅଭାବନୀୟ ଘଟଣାl ପୁଅର ମାଡ଼ରେ ମାର ମୃତ୍ୟୁ l ପଟ୍ଟାମୁଣ୍ଡାଇ ବ୍ଳକ ଔପଦା ପଞ୍ଚାୟତ ବିଶୁନୁପୁରୁ ଗାଁରେ ଘଟିଛି ଘଟଣାl।
ଗତକାଲି ବିଳମ୍ବିତ ରାତିରେ ମନୋରଞ୍ଜନ ମଳିକ ମଦ ପିଇ ନିଜ ସ୍ତ୍ରୀକୁ ମାରୁଥିବା ସମୟରେ ମା ଶାନ୍ତିଲତା ମଳିକ ପ୍ରତିବାଦ କରିଥିଲେ l ପୁଅ ନିଜ ମାକୁ ଜୋରରେ ଧକ୍କା ଦେଇଥିଲେl ଯେଉଁଥିରେ ମା ର ମୃତ୍ୟୁ ହୋଇଥିବା କୁହାଯାଉଛି l ଅଭିଯୁକ୍ତକୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରୁଛି ପୁଲିସ୍l

/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/07/22/new-project-3-2025-07-22-13-36-02.jpg)