ରାଉରକେଲା: କୁର୍ମି ସମ୍ପ୍ରଦାୟକୁ ଅନୁସୂଚିତ ଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି ସମାଜ ପକ୍ଷରୁ ଝାରଖଣ୍ଡ ଓ ମେଦିନାପୁରରେ ରେଳ ରୋକୋ କରାଯାଇଛିl ଫଳରେ ମୁମ୍ବାଇ ହାୱଡା ମୁଖ୍ୟ ମାର୍ଗରେ ରେଳ ଚଳାଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି l ରାଉରକେଲା ଦେଇ ଯାଉଥିବା ସମସ୍ତ ଟ୍ରେନ ବାଟରେ ଅଟକି ରହିଛି l ରାଉରକେଲା ଷ୍ଟେସନରେ ଶହ ଶହ ଯାତ୍ରୀ ଟ୍ରେନକୁ ତିନି ଚାରି ଘଣ୍ଟା ଧରି ଅପେକ୍ଷା କରି ରହିଛନ୍ତିl

Advertisment