ଭବାନୀପାଟଣା: ଭବାନୀପାଟଣା ସହର ମଝିରେ ରାତିଅଧିଆ ହତ୍ୟାକାଣ୍ଡ। ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ଘଟିଥିବାର ସୂଚନା ରହିଛି। ଭବାନୀପାଟଣା ଘୋଡ଼ାଘାଟ ଛକ ନିକଟରେ କିଛି ଯୁବକ ରାତ୍ରି ୧୨ଟା ସମୟରେ କୌଣସି କାରଣବଶତଃ ବଚସା ହେବାରୁ ହତ୍ୟାକାଣ୍ଡ ଭିଆଇଥିବା ସୁଚନା ମିଳିଛି।
ଭବାନୀପାଟଣା ସହର ମଝିରେ ରାତିଅଧିଆ ହତ୍ୟାକାଣ୍ଡ। ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ଘଟିଥିବାର ସୂଚନା ରହିଛି। ଭବାନୀପାଟଣା ଘୋଡ଼ାଘାଟ ଛକ ନିକଟରେ କିଛି ଯୁବକ ରାତ୍ରି ୧୨ଟା ସମୟରେ କୌଣସି କାରଣବଶତଃ ବଚସା ହେବାରୁ ହତ୍ୟାକାଣ୍ଡ ଭିଆଇଥିବା ସୁଚନା ମିଳିଛି। ମୃତ ଯୁବକ ଭବାନୀପାଟଣା ସହର ଦୟାନିଧି ଛକର ସତ୍ୟନାରାୟଣ ରାୟ ବୋଲି ଜଣାପଡ଼ିଛି। ହତ୍ୟାକାଣ୍ଡର କାରଣ ଓ ଏଥିରେ ସମ୍ପୃକ୍ତ ଯୁବକମାନଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ,ଟାଉନ ଥାନା ପୁଲିସ ପ୍ରାଥମିକ ତଦନ୍ତ ଜାରି ରଖିଛି ।
ମୃତ ଯୁବକ ଭବାନୀପାଟଣା ସହର ଦୟାନିଧି ଛକର ସତ୍ୟନାରାୟଣ ରାୟ ବୋଲି ଜଣାପଡ଼ିଛି। ହତ୍ୟାକାଣ୍ଡର କାରଣ ଓ ଏଥିରେ ସମ୍ପୃକ୍ତ ଯୁବକମାନଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ,ଟାଉନ ଥାନା ପୁଲିସ ପ୍ରାଥମିକ ତଦନ୍ତ ଜାରି ରଖିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/08/08/bhawanipatna-town-ps-2025-08-08-11-10-31.png)