ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଦେଦହ ଗ୍ରାମରେ ଅଜୁ ପଧାନ ନାମକ ଜଣେ ବ୍ୟକ୍ତି ଗ୍ରାମ ପୋଖରୀକୁ ଶୌଚ କରିବାକୁ ଯାଇଥିବା ବେଳେ ସେହି ଗ୍ରାମର ଦୁଇ ଜଣ ବ୍ୟକ୍ତି ଅଜୁର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୁଇ ଅଭିଯୁକ୍ତଙ୍କୁ ଖପ୍ରାଖୋଲ ଗିରଫ କରାଯାଇଛି । ଏହି ଦୁଇ ବ୍ୟକ୍ତି ଧର୍ମୁ ମାଝୀ ଓ କର୍ଡୁ ମାଝୀ ।
ଖପ୍ରାଖୋଲ ଥାନା ଦେଦହ ଗ୍ରାମରେ ଅଜୁ ପଧାନ ନାମକ ଜଣେ ବ୍ୟକ୍ତି ଗ୍ରାମ ପୋଖରୀକୁ ଶୌଚ କରିବାକୁ ଯାଇଥିବା ବେଳେ ସେହି ଗ୍ରାମର ଦୁଇ ଜଣ ବ୍ୟକ୍ତି ଅଜୁର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୁଇ ଅଭିଯୁକ୍ତଙ୍କୁ ଖପ୍ରାଖୋଲ ଗିରଫ କରାଯାଇଛି । ଏହି ଦୁଇ ବ୍ୟକ୍ତି ଧର୍ମୁ ମାଝୀ ଓ କର୍ଡୁ ମାଝୀ ।
ପୁଲିସ ତଦନ୍ତ ଜାରି ରଖିଛି। ମୋବାଇଲ ପାଇଁ ଦୁହେଁ ହତ୍ୟା କରିଥିବା କହୁଛନ୍ତି।
crime