ରିଆମାଳ: ଦେବଗଡ଼ଜିଲ୍ଲା ରିଆମାଳ ଥାନା ମଳେହିପଡ଼ା ପଞ୍ଚାୟତ ଅନ୍ତର୍ଗତ ବଅଁରପାଳ (ସିମନଇ)ରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଫକୀର ମୋହନ ଧରୁଆ (୬୨)ଙ୍କୁ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଆଜି ସକାଳୁ ପୁଲିସ ଖବର ପାଇ ଶବ ଜବତ କରିଛନ୍ତି।
/sambad/media/media_files/2025/03/07/VN62WGHEVWivjgcKSryD.jpg)
ରିଆମାଳ ଥାନା ମଳେହିପଡ଼ା ପଞ୍ଚାୟତ ଅନ୍ତର୍ଗତ ବଅଁରପାଳ (ସିମନଇ)ରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଫକୀର ମୋହନ ଧରୁଆ (୬୨)ଙ୍କୁ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଆଜି ସକାଳୁ ପୁଲିସ ଖବର ପାଇ ଶବ ଜବତ କରିଛନ୍ତି। ବୁଧବାର ରାତିରୁ ହତ୍ୟାକାଣ୍ଡ ହୋଇଥିବା ବେଳେ ଆଜି ପରିବାର ଲୋକ ପୁଲିସକୁ ଖବର ଦେଇଥିଲେ। ଗୋଡ଼ରେ ହଣା ଦାଗ ଥିବା ବେଳେ ବାମ ଆଖିର ଡୋଳା ତାଡ଼ି ଦେଇଛନ୍ତି ଦୁର୍ବୃତ୍ତ।କିଏ କେଉଁ କାରଣ ପାଇଁ ଏଭଳି ହତ୍ୟା ଘଟାଇଛି, ତାହା ଜଣା ପଡ଼ିନାହିଁ। ପୁଲିସର ତଦନ୍ତ ଜାରି ରହିଛି।
ବୁଧବାର ରାତିରୁ ହତ୍ୟାକାଣ୍ଡ ହୋଇଥିବା ବେଳେ ଆଜି ପରିବାର ଲୋକ ପୁଲିସକୁ ଖବର ଦେଇଥିଲେ। ଗୋଡ଼ରେ ହଣା ଦାଗ ଥିବା ବେଳେ ବାମ ଆଖିର ଡୋଳା ତାଡ଼ି ଦେଇଛନ୍ତି ଦୁର୍ବୃତ୍ତ।କିଏ କେଉଁ କାରଣ ପାଇଁ ଏଭଳି ହତ୍ୟା ଘଟାଇଛି, ତାହା ଜଣା ପଡ଼ିନାହିଁ। ପୁଲିସର ତଦନ୍ତ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/02/26/ySFdbNxUw3nC4Bg5SCxf.png)