ରାଉରକେଲା: ଇସ୍ପାତ ସହରରେ ପୁଣି ଏକ ଲୋମହର୍ଷକ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କ ବେକ କାଟି ହତ୍ୟାକରି ଏସ ଟି ଆଇ ରେଲୱେ ଓଭରବ୍ରିଜ ତଳେ ଫୋପାଡ଼ି ଦେଇଛନ୍ତି। ମୃତକ ହେଉଛନ୍ତି ଅମ୍ରିତ ମହାକୁଡ଼। ସେ ରାଉରକେଲା ଗାଢ଼ାଟୋଲାରେ ରହୁଥିଲେ। ସେ ହେଉଛନ୍ତି ଔପଦା ଝାରବେଡା ର ମୂଳ ବାସିନ୍ଦା। ମାସେ ହେଲା ରାଉରକେଲା କୁ ଆସି ପାଣି ଟାଙ୍କି ରେ ଶ୍ରମିକଭାବେ କାର୍ଯ୍ୟ କରୁଥିଲେ। ରଘୁନାଥପାଲି ପୁଲିସ ଘଟଣାର ତଦନ୍ତ ଜାରିରଖିଛି।
ଜଣେ ଯୁବକଙ୍କ ବେକ କାଟି ହତ୍ୟାକରି ଏସ ଟି ଆଇ ରେଲୱେ ଓଭରବ୍ରିଜ ତଳେ ଫୋପାଡ଼ି ଦେଇଛନ୍ତି। ମୃତକ ହେଉଛନ୍ତି ଅମ୍ରିତ ମହାକୁଡ଼। ସେ ରାଉରକେଲା ଗାଢ଼ାଟୋଲାରେ ରହୁଥିଲେ। ସେ ହେଉଛନ୍ତି ଔପଦା ଝାରବେଡା ର ମୂଳ ବାସିନ୍ଦା। ମାସେ ହେଲା ରାଉରକେଲା କୁ ଆସି ପାଣି ଟାଙ୍କି ରେ ଶ୍ରମିକଭାବେ କାର୍ଯ୍ୟ କରୁଥିଲେ। ରଘୁନାଥପାଲି ପୁଲିସ ଘଟଣାର ତଦନ୍ତ ଜାରିରଖିଛି।
ପ୍ରକାଶଥାଉକି, ଗତ ୪ ଦିନରେ ୪ଟି ଜଘନ୍ୟ ହତ୍ୟାକାଣ୍ଡ ଘଟିଲାଣି।
crime