ଖଲ୍ଲିକୋଟ: ଗଞ୍ଜାମଜିଲ୍ଲା ଖଲ୍ଲିକୋଟ ଥାନା ନୂତନ ଗିରୁଣ୍ଠିରେ ଘଟିଛି ଅଭାବନୀୟ ଘଟଣା। ଏଠାରେ ଏକ ବଧୂହତ୍ୟା ଅଭିଯୋଗ ହୋଇଛି। ରାତି ସାରା ଘରେ ପଡ଼ି ରହିଥିଲା ମୃତଦେହ। ଶାଶୂଘର ଲୋକ ଫେରାର ଥିବାରୁ ଝିଅର ମରଶରୀର ନେଲେନି ପରିବାର ଲୋକ ।
ଯୌତୁକ ନିର୍ଯାତନା ଦେଇ ବଧୂ ହତ୍ୟା ଅଭିଯୋଗ ଆଣିଛନ୍ତି ଝିଅର ପରିବାର। ବିବାହ ପର ଠାରୁ ଝିଅକୁ ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗ କରାଯାଇଛି। ଝିଅର ମୃତଶରୀରକୁ ରଖି ଝିଅର ଶଶୁର ଘର ଆଗରେ ଝିଅଙ୍କ ପରିବାର ଲୋକେ ରାତି ସାରା ଧାରଣା ଦେଇଛନ୍ତି। ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି।

/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)