ବ୍ରହ୍ମପୁର: ବ୍ରହ୍ମପୁର ତହସିଲ୍ ଅନ୍ତର୍ଗତ ନିମାଖଣ୍ଡି ଥାନା ଅର୍ନ୍ତଗତ ସୀମା ନଗରରେ ଜଣେ ମହିଳାଙ୍କ ଗଳା କାଟି ହତ୍ୟା କରାଯାଇଥିବା ଜଣାଯାଇଛି। ଏଣେଏହି ଘଟଣାରେ ତାଙ୍କ ୧୧ ବର୍ଷର ଝିଅ ବି ଗୁରୁତର ହୋଇଛନ୍ତି। ମୃତକ ହେଲେ ସୀମା ନଗର ଦ୍ୱିତୀୟ ଲାଇନରେ ରହୁଥିବା ଗାୟତ୍ରୀ ସ୍ୱାଇଁ(୩୪)।

Advertisment

ନିମାଖଣ୍ଡି ଥାନା ଅର୍ନ୍ତଗତ ସୀମା ନଗରରେ ଜଣେ ମହିଳାଙ୍କ ଗଳା କାଟି ହତ୍ୟା କରାଯାଇଥିବା ଜଣାଯାଇଛି। ଏଣେଏହି ଘଟଣାରେ ତାଙ୍କ ୧୧ ବର୍ଷର ଝିଅ ବି ଗୁରୁତର ହୋଇଛନ୍ତି। ମୃତକ ହେଲେ ସୀମା ନଗର ଦ୍ୱିତୀୟ ଲାଇନରେ ରହୁଥିବା ଗାୟତ୍ରୀ ସ୍ୱାଇଁ(୩୪)। ଝିଅ ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ଏଣେ ପୁଲିସ  ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ଝିଅ ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ଏଣେ ପୁଲିସ  ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।