ରାୟଗଡା: ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ରେଲୱେ ଷ୍ଟେସନ ଗେଷ୍ଟ ହାଉସ ନିକଟରେ ରାସ୍ତାକଡ଼ରେ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତ ଶରୀର ପଡ଼ିଥିବା ଦେଖିବାକୁ ମିଳିଛି I କୌଣସି କାରଣରୁ ହତ୍ୟାକାଣ୍ଡ ଘଟାଇ ମୃତଦେହକୁ ଫିଙ୍ଗିଦେଇଥିବା ଅନୁମାନ କରାଯାଇଛି I
Murder Young man ରାୟଗଡାରେ ଯୁବକଙ୍କୁ ହତ୍ୟା ସନ୍ଦେହ, ଷ୍ଟେସନ ଗେଷ୍ଟ ହାଉସ ପାଖରେ ପଡ଼ିଛି ମୃତଦେହ
ଅମ୍ବାଦଳା ଥାନା ରେଲୱେ ଷ୍ଟେସନ ଗେଷ୍ଟ ହାଉସ ନିକଟରେ ରାସ୍ତାକଡ଼ରେ ଜଣେ Young man ଙ୍କ ରକ୍ତ ଜୁଡୁବୁଡୁ ମୃତ ଶରୀର ପଡ଼ିଥିବା ଦେଖିବାକୁ ମିଳିଛି I କୌଣସି କାରଣରୁ ହତ୍ୟାକାଣ୍ଡ ଘଟାଇ ମୃତଦେହକୁ ଫିଙ୍ଗିଦେଇଥିବା ଅନୁମାନ କରାଯାଇଛି I
/sambad/media/media_files/2026/01/25/untitled-2026-01-25-08-27-08.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)