ଭୁବନେଶ୍ବର: ଦୀପାବଳିର ସତର୍କତାକୁ ଆଖି ଆଗରେ ରଖି ଆଜି ୩ଟାରୁ ଚାଲିବନି ଆମ ବସ୍। ଏନେଇ କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଅପରାହ୍ନ ୩ଟାରୁ ରାଜଧାନୀ ଓ କଟକରେ 'ଆମ ବସ୍' ସେବା ବନ୍ଦ ରହିବ।
ରାଜଧାନୀ ଓ କଟକରେ 'ଆମ ବସ୍' ସେବା ବନ୍ଦ
ଦୀପାବଳିକୁ ଦୃଷ୍ଟିରେ ରଖି 'ଆମ ବସ୍' ୩ଟା ଯାଏଁ ଗଡ଼ିବାକୁ ନିଷ୍ପତ୍ତି ହୋଇଛି।
ଦୀପାବଳିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
ଆହୁରି ପଢ଼ନ୍ତୁ:କନ୍ଭେୟର୍ ବେଲ୍ଟରେ କଟିଯାଇଥିଲା: ଯୋଡ଼ାଗଲା କଟା ହାତ
Ama Bus
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/22/ama-bus-2025-09-22-03-14-48.jpg)