ଘୁ.ଉଦୟଗିରି: ରାଜ୍ୟ ସରକାର ୮୦ବର୍ଷ ବୟସରୁ ଊର୍ଦ୍ଧ୍ବ ବୟସ୍କଙ୍କ ଭତ୍ତା ବୃଦ୍ଧି କରିଛନ୍ତି। କିନ୍ତୁ ଆଜି ବି ଏମିତି ବହୁ ବୃଦ୍ଧ-ବୃଦ୍ଧା ଅଛନ୍ତି ଯେଉଁମାନେ ଏହି ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ହୋଇ ନିଜ ଘରେ ପଡିରହିଛନ୍ତି।
କନ୍ଧମାଳଜିଲ୍ଲା ଘୁ.ଉଦୟଗିରି ପୌରପରିଷଦର ୧୩ ନମ୍ୱର୍ ୱାର୍ଡ ବାଲୁପାଙ୍ଗାର କୁଷ୍ଠ ବାଧିତ ବୟୋ ବୃଦ୍ଧା ସିନ୍ଦୁକି ଦିଗାଲଙ୍କ ବୟସ ୮୧ ବର୍ଷ। ହେଲେ ସେ ଯେଉଁ ଏକ ହଜାର ଟଙ୍କା ଭତ୍ତା ପାଇବା କଥା ପାଉଛନ୍ତି।
ବର୍ଦ୍ଧିତ ଭତ୍ତା କାହିଁକି ମିଳୁନି ସେ କିଛି କହିପାରୁନାହାନ୍ତି। ସେ ଜଣେ ଅସହାୟ ବୃଦ୍ଧା ତାଙ୍କର କେହି ନାହାନ୍ତି। ସେ ଏକାକୀ ରହୁଛନ୍ତି। ତାଙ୍କୁ ବର୍ଦ୍ଧିତ ଭତ୍ତା ୩୫୦୦ ଟଙ୍କା ପ୍ରଦାନ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।
Kandhamal
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/03/20/W8S0vZ90WbVngg8ZUNY9.jpg)