ଭୁବନେଶ୍ବର: ଉନ୍ମୋଚିତ ହେଲା ‘ଓଡ଼ିଶା ଯାତ୍ରୀ’ ଆପ୍। ଏହାକୁ ଉନ୍ମୋଚନ କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।
 ଉବେର ଏବଂ ଓଲା କମ୍ପାନୀକୁ ଟକ୍କର ଦେବ ଓଡ଼ିଶା ଯାତ୍ରୀ ଆପ୍। ଏଥର ରାସ୍ତାରେ ଗଡିବ ଅଟୋ ଓ କାର୍। ‘ଓଡ଼ିଶା ଯାତ୍ରୀ’ ଆପ୍ ଜରିଆରେ ସାଧାରଣ ଲୋକେ ବୁକ୍ କରି ଅଟୋ ଓ କାର୍ ରେ ଯାତ୍ରା କରିପାରିବେ।

Advertisment

ଉନ୍ମୋଚିତ ହେଲା ‘ଓଡ଼ିଶା ଯାତ୍ରୀ’ ଆପ୍। ଏହାକୁ ଉନ୍ମୋଚନ କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।
 ଉବେର ଏବଂ ଓଲା କମ୍ପାନୀକୁ ଟକ୍କର ଦେବ ଓଡ଼ିଶା ଯାତ୍ରୀ ଆପ୍।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବରମୁଣ୍ଡା ବସଷ୍ଟାଣ୍ଡରେ ୧୨ଟି ଇ ବସର ଉଦଘାଟନ କରିଛନ୍ତି। ଏଣେ ସ୍ବୟଂଚାଳିତ ଟିକେଟ ଭେଣ୍ଡିଂ ମେସିନର ବି ଉଦଘାଟନ କରିଛନ୍ତି ମନ୍ତ୍ରୀ।