ଯାଜପୁର: ବୈତରଣୀର ବନ୍ୟା ଜଳରେ ବୁଡ଼ି ବୃଦ୍ଧ ଭାଗବତ ମାଝୀ (୭୨)ଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। କଟିକଟା ଗାଁର ମାଝୀ ସାହିରେ ମୃତ ଭାଗବତ ମାଝୀଙ୍କ ଘର। ମୃତକଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
ବୈତରଣୀ ନଦୀ ପଠାରେ ଭାଗବତଙ୍କ ଘର ହୋଇଥିବାବେଳେ ଠାକୁରଙ୍କୁ ଜୁହାର ହେବା ସମୟରେ ଗୋଡ଼ ଖସିଯାଇଥିଲା। ଦୀର୍ଘ ସମୟ ଯାଏ ନ ଖୋଜିବା ପରେ ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ସୂଚନା ଅନୁଯାୟୀ, ବୈତରଣୀ ନଦୀ ପଠାରେ ଭାଗବତଙ୍କ ଘର ହୋଇଥିବାବେଳେ ଠାକୁରଙ୍କୁ ଜୁହାର ହେବା ସମୟରେ ଗୋଡ଼ ଖସିଯାଇଥିଲା। ଦୀର୍ଘ ସମୟ ଯାଏ ନ ଖୋଜିବା ପରେ ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/25/new-project-16-2025-08-25-15-04-01.jpg)