ଅନୁସନ୍ଧାନ କରୁଥିବା ବର୍ଗ

Leading

ସିନ୍ଦେଙ୍କ ଶିବସେନା ଜାରି କଲା ତାରକା ପ୍ରଚାରକ ତାଲିକା: ପ୍ରଥମ ଥର ପାଇଁ ମୋଦୀ-ଶାହା ସାମିଲ

ମୁମ୍ବାଇ: ସମସ୍ତ ରାଜନୈତିକ ଦଳ ଲୋକସଭା ନିର୍ବାଚନ ୨୦୨୪ପାଇଁ ସେମାନଙ୍କ ପ୍ରାର୍ଥୀ ଏବଂ ତାରକା ପ୍ରଚାରକଙ୍କ ତାଲିକା କ୍ରମାଗତ ଭାବରେ ପ୍ରକାଶ କରୁଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ପକ୍ଷରୁ ୪୦ ଜଣ ତାରକା ପ୍ରଚାରକଙ୍କ ତାଲିକା ମଧ୍ୟ ପ୍ରକାଶ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ବଢ଼ିଲା ମନରେଗା ମଜୁରୀ, ଗୋଆରେ ସର୍ବାଧିକ ୧୦.୫୬ ପ୍ରତିଶତ ବୃଦ୍ଧି, ଓଡ଼ିଶାରେ ୨୫୪ ଟଙ୍କା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ମନରେଗା (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ) ର ନୂତନ ମଜୁରୀ ହାର ବୃଦ୍ଧି କରିଛନ୍ତି। ଗୋଆରେ ଏହାର ହାର ସର୍ବାଧିକ ୧୦.୫୬ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏଥି ସହିତ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ…
ଅଧିକ ଖବର ଦେଖନ୍ତୁ...

କୀଟନାଶକ ସେବନ କରି ଆତ୍ମହତ୍ୟା ଉଦ୍ୟମ କରିଥିବା ତାମିଲନାଡୁ ସାଂସଦ ହୃଦ୍‌ଘାତରେ ମୃତ

ଚେନ୍ନାଇ: କିଛି ଦିନ ପୂର୍ବେ କୀଟନାଶକ ସେବନ କରି ଆତ୍ମହତ୍ୟା ଉଦ୍ୟମ କରିଥିବା ତାମିଲନାଡୁ ସାଂସଦ ଏ ଗଣେଶ ମୂର୍ତ୍ତିଙ୍କର ଗୁରୁବାର ସକାଳେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ସକାଳ ପ୍ରାୟ ୫ଟା ସମୟରେ କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୭୬ ବର୍ଷୀୟ ନେତାଙ୍କ…
ଅଧିକ ଖବର ଦେଖନ୍ତୁ...

ଜାମିନ୍ ନା ପୁଣି ଇଡ଼ି ହେପାଜତ: ଆଜି ହେବ କେଜ୍ରିୱାଲଙ୍କ ବିଚାର !

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରିମାଣ୍ଡ ଆଜି ଶେଷ ହେଉଛି। ଗୁରୁବାର ତାଙ୍କୁ କୋର୍ଟରେ ହାଜର କରାଯିବ। କେଜ୍ରିୱାଲ ଜାମିନ ପାଇବେ ନା ତାଙ୍କୁ ପୁନର୍ବାର ଇଡ଼ି ହେପାଜତକୁ ପଠାଯିବ…
ଅଧିକ ଖବର ଦେଖନ୍ତୁ...

ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ ଆରମ୍ଭ: ୨୬ ଏପ୍ରିଲ୍‌ରେ ହେବ ମତଦାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ବୁଧବାର ଦିନ ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ୨୮ ମାର୍ଚ୍ଚ ଗୁରୁବାର ଠାରୁ ଆରମ୍ଭ ହେଉଛି । ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍ ଏପ୍ରିଲ୍ ୧୯ ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହ‌ସ୍ତକ୍ଷେପ କଲା ଆମେରିକା: କଂଗ୍ରେସର ବ୍ୟାଙ୍କ ଖାତା ଫ୍ରିଜ୍ ମାମଲା ଉଠାଇଲା

ୱାଶିଂଟନ:ଆମେରିକା ପୁଣି ଥରେ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ଉପରେ ମନ୍ତବ୍ୟ ଦେଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ସମ୍ପର୍କରେ ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର କହିଥିଲେ ଯେ ସେମାନେ ଏହି ପ୍ରସଙ୍ଗ ପାଇଁ ନ୍ୟାୟପୂର୍ଣ୍ଣ, ସ୍ୱଚ୍ଛ ଏବଂ ଠିକ…
ଅଧିକ ଖବର ଦେଖନ୍ତୁ...

କୋଟିଆରେ ଆନ୍ଧ୍ର କରିବ ମତଦାନ କେନ୍ଦ୍ର: ମିଛ କହିଲେ ପାର୍ବତୀପୁରମ ମାନ୍ୟମ ଜିଲ୍ଲାପାଳ

ପଟାଙ୍ଗି: କୋଟିଆରେ ନିର୍ବାଚନ ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛି ପାର୍ବତୀପୁରମ ମାନ୍ୟମ ଜିଲ୍ଲା ପ୍ରଶାସନ। ପୂର୍ବରୁ ରହିଥିବା ବୁଥ୍‌ର ସମୀକ୍ଷା ସହ ନୂଆ ବୁଥ୍‌ ପାଇଁ ସ୍ଥାନ ଚିହ୍ନଟ କରିସାରିଲାଣି। କିନ୍ତୁ ମତଦାନ ହାରକୁ ନେଇ ଆନ୍ଧ୍ର ପ୍ରଶାସନ ଚିନ୍ତିତ ରହିଥିବା ଆଭାସ ମିଳିଛି।…
ଅଧିକ ଖବର ଦେଖନ୍ତୁ...

ପୁରୁଣା ବେଶି, ନୂଆ କମ୍‌: ଘୋଷଣା ହେଲା ୭୨ ବିଧାନସଭା, ୧୫ ଲୋକସଭା ଆସନର ପ୍ରାର୍ଥୀ ତାଲିକା

ଭୁବନେଶ୍ବର: ବିଜେଡିର ୪ ଜଣ ବିଧାୟକଙ୍କୁ ବାଦ୍ ଦେଇ ଅନ୍ୟମାନେ ଟିକେଟ୍‌ ପାଇଛନ୍ତି। ବହୁତ କମ୍ ସ୍ଥାନରେ ନୂଆ ମୁହଁ ଦେଖିବାକୁ ମିଳିଛି। କିଛି ବିଜେଡି ନେତାଙ୍କ ପୁଅ, ଝିଅ, ପତ୍ନୀଙ୍କୁ ଟିକେଟ୍‌ ମିଳିଛି। ୧୫ ଲୋକସଭା ଆସନରୁ ୪ଟିରେ ପ୍ରାର୍ଥୀ ଅପରିବର୍ତ୍ତିତ ଅଛନ୍ତି। ତେବେ…
ଅଧିକ ଖବର ଦେଖନ୍ତୁ...

କେଜ୍ରିୱାଲଙ୍କୁ ଆଶ୍ବସ୍ତି ମିଳିଲାନି: ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩ରେ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ହାଇକୋର୍ଟରେ କୌଣସି ଅନ୍ତରୀଣ ଆଶ୍ବସ୍ତି ମିଳିନାହିଁ। ଗିରଫଦାରୀକୁ ଚ୍ୟାଲେଞ୍ଜ କରି କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟଙ୍କ…
ଅଧିକ ଖବର ଦେଖନ୍ତୁ...

କଠୋର ହେଲେ ନିର୍ବାଚନ କମିସନ

ନୂଆଦିଲ୍ଲୀ: ଆଗାମୀ ସାଧାରଣ ଓ ଓଡ଼ିଶା ସମେତ ଚାରି ରାଜ୍ୟର ବିଧାନସଭା ନିର୍ବାଚନକୁ ଅବାଧ,ସ୍ବଚ୍ଛ ଓ ନିରପେକ୍ଷ କରିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ(ଇିସିଆଇ) ଗୁରତ୍ବ ଦେଉଛନ୍ତି। ନିର୍ବାଚନ ଆଚରଣ ବିଧିର ଯେଭଳି ଉଲଂଘନ ନ ହୁଏ ତାହା ଉପରେ ମଧ୍ୟ ଆୟୋଗଙ୍କର ତୀକ୍ଷ୍‌ଣ ନଜର ରହିଛି।…
ଅଧିକ ଖବର ଦେଖନ୍ତୁ...