ଅନୁସନ୍ଧାନ କରୁଥିବା ବର୍ଗ

Leading

ରାମ ମନ୍ଦିର ନିର୍ମାଣ କର ନଚେତ ତୁମେ କ୍ଷମତାରେ ରହିବ ନାହିଁ: ଉଦ୍ଧବ ଥାକ୍‌ରେ

ନୂଆଦିଲ୍ଲୀ: ଏବକାର କେନ୍ଦ୍ର ସରକାର କ୍ଷମତାରେ ରହୁ କି, ନ ରହୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ ବୋଲି ରବିବାର ସକାଳେ ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ତରପ୍ରଦେଶର ମନ୍ଦିର ନଗରୀକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ଶିବ ସେନା ମୁଖ୍ୟ ଉଦ୍ଧବ ଥାକ୍‌ରେ କହିଛନ୍ତି। ଉତ୍ତର ପ୍ରଦେଶର…
ଅଧିକ ଖବର ଦେଖନ୍ତୁ...

କଟକ: ଗୋଡ଼ିସାହି ଅଞ୍ଚଳରେ ଜଣକୁ ଗୁଳିମାଡ଼

କଟକ: ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ବାରଙ୍ଗ ଅନ୍ତର୍ଗତ ଗୋଡ଼ିସାହି ଫାଣ୍ଡି ନିକଟରେ ଜଣେ ବ୍ୟକ୍ତି ଦୁର୍ବୃତଙ୍କ ଗୁଳି ଚୋଟରେ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କର ପରିଚୟ ମିଳି ନ ଥିଲେ ବି ସେ ସ୍ଥାନୀୟ ଶ୍ରୀ ଶ୍ରୀ ୟୁନିଭର୍ସିଟିର ଜଣେ କର୍ମଚାରୀ ବୋଲି ପୁଲିସ ଅନୁମାନ କରୁଛି।…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା: ଗଣଦୌଡ଼ ସମୟରେ ଜଣେ ମୃତ

ଖୋର୍ଦ୍ଧା: ରବିବାର ସକାଳେ ନିରାକାରପୁର-ଜଙ୍କିଆ ଥାନା ଅଧୀନସ୍ଥ କାମଗୁରୁ ପଞ୍ଚାୟତରେ ଚାଲିଥିବା ଗଣଦୌଡ଼ରେ ଜଣେ ଅଂଶଗ୍ରହଣକାରୀଙ୍କର ମୃତ୍ୟୁ ଘଟିଛି। ମୃତବ୍ୟକ୍ତିଜଣକ ହେଉଛନ୍ତି ସେହି ପଞ୍ଚାୟତ ଅନ୍ତର୍ଗତ ବେଲପଡ଼ା ଗ୍ରାମ ଆଦିବାସୀ ସାହିର ୫୩ ବର୍ଷିୟ କୃଷ୍ଣଚନ୍ଦ୍ର ପରିଡ଼ା। କାମଗୁରୁ…
ଅଧିକ ଖବର ଦେଖନ୍ତୁ...

ମୋଦି ଆସିବ ଏବଂ ଯିବ, କିନ୍ତୁ ଦେଶ ଅବିଭାଜିତ ରହିବ, ଆମ ସଂସ୍କୃତି ଅମର ରହିବ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଅକ୍ଟୋବର ୩ ତାରିଖ ୨୦୧୪ ମସିହାରେ ଆମେ ‘ମନ୍‌କି ବାତ୍‌’ ଯାତ୍ରା ଆରମ୍ଭ କରି ଆଜି ସୁବର୍ଣ୍ଣ ଜୟନ୍ତୀ ସଂସ୍କରଣରେ ପହଞ୍ଚିଛନ୍ତି। ଅନେକ ଲୋକ ଜାଣିବାକୁ ଚାହିଁଛନ୍ତି ‘ମନ୍‌କି ବାତ୍‌’ ଭଳି କାର୍ଯ୍ୟକ୍ରମର କେମିତି ମନକୁ ଆସିଲା? ଆଜି ମୁଁ ତାହା କହିବାକୁ ଯାଉଛି ବୋଲି ‘ମନ୍‌କି…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ ଓ କଶ୍ମୀର: ଶୋପିଆନ୍‌ ଏନ୍‌କାଉଣ୍ଟର୍‌ରେ ଛଅ ଲସ୍କର-ଏ-ତୈବା ଆତଙ୍କବାଦୀ ନିହତ; ଜଣେ ଯବାନ ସହିଦ

ଶ୍ରୀନଗର: ରବିବାର ସକାଳେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ ଯୋଗୁଁ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଶୋପିଆନ୍‌ ଜିଲ୍ଲାର କପ୍ରାନ୍‌ ବତଗୁନ୍ଦ୍‌ ଅଞ୍ଚଳରେ ହିଜବୁଲ୍‌ ମୁଜାହିଦୀନ ଲସ୍କର-ଏ-ତୈବା ସଙ୍ଗଠନର ଛଅ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ଜଣେ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ରେଳ ଷ୍ଟେସନ୍‌ରୁ ସଙ୍କଟାପନ୍ନ ଅବସ୍ଥାରେ ପ୍ରେମିକ ଓ ପ୍ରେମିକା ଉଦ୍ଧାର

ବାଲେଶ୍ୱର: ରବିବାର ସକାଳେ ଜଳେଶ୍ୱର ଥାନା ରାଜଘାଟ ରେଳବାଇ ଷ୍ଟେସନ୍‌ ନିକଟରୁ ଜିଆର୍‌ପି ପୁଲିସ ହଳେ ପ୍ରେମିକ ଓ ପ୍ରେମିକାଙ୍କୁ ଅତି ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରିଛି। ପ୍ରେମିକା ହେଉଛନ୍ତି ଜଳେଶ୍ୱର ଥାନା ରାୟରାଇଚନ୍ଦ୍ରପୁର ଗ୍ରାମର କୀର୍ତ୍ତିରଞ୍ଜନ ସାହୁଙ୍କ ପତ୍ନୀ ଭାରତୀ। ସେ…
ଅଧିକ ଖବର ଦେଖନ୍ତୁ...

ଅଯୋଧ୍ୟାରେ ସ୍ଥାପନ ହେବ ୨୨୧ ମିଟର ଉଚ୍ଚ ପ୍ରଭୁ ରାମଙ୍କର ବ୍ରୋଞ୍ଜ ପ୍ରତିମା

ଲକ୍ଷ୍ନୌ: ଅଯୋଧ୍ୟାରେ ଉତ୍ତରପ୍ରଦେଶ ସରକାର ୨୨୧ ମିଟର ଉଚ୍ଚ ପ୍ରଭୁ ରାମଙ୍କର ଏକ କାଂସ୍ୟ ପ୍ରତିମା ସ୍ଥାପନ କରିବେ ବୋଲି ସୂଚନା ବିଭାଗର ପ୍ରିନ୍‌ସିପାଲ୍‌ ସେକ୍ରେଟାରି ଅବିନିଶ ଅଓ୍ଵସ୍ଥି ଶନିବାର ଦିନ କହିଛନ୍ତି। ଅଓ୍ଵସ୍ଥି କହିଛନ୍ତି: ପ୍ରତିମାର ପ୍ରକୃତ ଉଚ୍ଚତା ୧୫୧ ମିଟର ହେବ ଏବଂ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ୍‌ ନାଟକରେ ଅଭିନେତ୍ରୀ ଝିଅ ଆଜାନ୍‌ କରିବା ଯୋଗୁଁ ପ୍ରତିବାଦ

କୋଝିକୋଡ: ସ୍କୁଲ୍‌ରେ ମଞ୍ଚସ୍ଥ ଏକ ନାଟକରେ ଅଭିନେତ୍ରୀ ଝିଅ ‘ଆଜାନ୍‌’ କରିବାରୁ କେରଳର କୋଝିକୋଡ଼ ଜିଲ୍ଲାରେ ମୁସଲମାନ ସଙ୍ଗଠନ ସବୁ ପ୍ରତିବାଦ କରିଛନ୍ତି। ଇସ୍‌ଲାମ୍‌ ଧର୍ମର ଏହି ପ୍ରାର୍ଥନା ପରମ୍ପରିକ ଭାବେ ଜଣେ ପୁରୁଷ ମୁକରି ବା ମୁଏଜିନ୍‌ କରିଥାଆନ୍ତି। ପ୍ରତିବାଦକାରୀମାନେ…
ଅଧିକ ଖବର ଦେଖନ୍ତୁ...

କନ୍ନଡ ସୁପରଷ୍ଟାର ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅମ୍ବରୀଶଙ୍କ ପରଲୋକ

ବେଙ୍ଗଲୁରୁ : କନ୍ନଡ ସିନେମାର ଲୋକପ୍ରିୟ ଅଭିନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମାଲାଭାଲି ହୁଚେଚେ ଗୌଡା ଅମରନାଥଙ୍କ ଗତକାଲି ରାତିରେ ପରଲୋକ ଘଟିଛି। ସେ କନ୍ନଡ ସିନେ ଜଗତରେ ଅମ୍ବରୀଶ ନାମରେ ପରିଚିତ ଥିଲେ। ମୃତ୍ୟ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। କନ୍ନଡ ସୁପରଷ୍ଟାର…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ ଓ କଶ୍ମୀର: ଶୋପିଆନ୍‌ ଏନ୍‌କାଉଣ୍ଟର୍‌ରେ ଚାରି ଆତଙ୍କବାଦୀ ନିହତ

ଶ୍ରୀନଗର: ରବିବାର ସକାଳେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ ଯୋଗୁଁ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଶୋପିଆନ୍‌ ଜିଲ୍ଲାର କପ୍ରାନ୍‌ ବତଗୁନ୍ଦ୍‌ ଅଞ୍ଚଳରେ ଅନ୍ୟୂନ ଚାରିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଆଉ ଦୁଇ ଜଣ ଆତଙ୍କବାଦୀ ଛପିଥିବା ବିଶ୍ୱାସ କରାଯାଉଛି। ତାଙ୍କୁ…
ଅଧିକ ଖବର ଦେଖନ୍ତୁ...