ପୁରୀ: ଆଜିହେଉଛିପଙ୍କୋଦ୍ଧାରଏକାଦଶୀ। ପୁରୀରେଭକ୍ତଙ୍କୁସମ୍ପୂର୍ଣ୍ଣଦର୍ଶନଦେଉଛନ୍ତିପ୍ରଭୁଶ୍ରୀଲୋକନାଥ।ବର୍ଷତମାମଭକ୍ତଙ୍କଦ୍ବାରାଲାଗିହୋଇଥିବାପୂଜାସାମଗ୍ରୀବୁଡ଼ିରହିଥିବାଗମ୍ଭୀରାସଫାକରାଯାଉଛି।ବର୍ଷବର୍ଷଧରିଲାଗିହୋଇଥିବାକ୍ଷୀର, ସର, କଦଳୀଓବେଲପତ୍ରଆଦିସଫାକରାଯାଉଛି।ପୁରୀଶ୍ରୀଲୋକନାଥଙ୍କପୀଠରେଆଜିରଦିନରେଭକ୍ତମାନେଲୋକନାଥଦେବଙ୍କସମ୍ପୂର୍ଣ୍ଣଦର୍ଶନକରିବାରସୁଯୋଗପାଇଛନ୍ତି।
ସକାଳ୪ଟାରୁ୭ଟାଭିତରେପଙ୍କକଢ଼ାଯାଇଛି।ପଙ୍କକଢ଼ାଯିବାପରେମହାପ୍ରଭୁଙ୍କସ୍ନାନନୀତିସମ୍ପନ୍ନହୋଇଛି।ମାନସିକଧାରୀଓଶ୍ରଦ୍ଧାଳୁମହିଳାଓପୁରୁଷଭକ୍ତମାନେଏହିପଙ୍କୋଦ୍ଧାରରେସାମିଲହୋଇଥିଲେ।ସକାଳପ୍ରାୟ୭ଟାବେଳଠାରୁଏକାଦଶୀଦର୍ଶନରସୌଭାଗ୍ୟପାଇଛନ୍ତିଭକ୍ତମାନେ।ଭକ୍ତଙ୍କଭିଡ଼କୁଦୃଷ୍ଟିରେରଖିପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକସୁରକ୍ଷାବ୍ୟବସ୍ଥାକରାଯାଇଛି।
ନୀତିଅନୁଯାୟୀସକାଳ୪ଟାରୁ୭ଟାଭିତରେପଙ୍କକଢ଼ାଯାଇଛି।ପଙ୍କକଢ଼ାଯିବାପରେମହାପ୍ରଭୁଙ୍କସ୍ନାନନୀତିସମ୍ପନ୍ନହୋଇଛି।ମାନସିକଧାରୀଓଶ୍ରଦ୍ଧାଳୁମହିଳାଓପୁରୁଷଭକ୍ତମାନେଏହିପଙ୍କୋଦ୍ଧାରରେସାମିଲହୋଇଥିଲେ।ସକାଳପ୍ରାୟ୭ଟାବେଳଠାରୁଏକାଦଶୀଦର୍ଶନରସୌଭାଗ୍ୟପାଇଛନ୍ତିଭକ୍ତମାନେ।ଭକ୍ତଙ୍କଭିଡ଼କୁଦୃଷ୍ଟିରେରଖିପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକସୁରକ୍ଷାବ୍ୟବସ୍ଥାକରାଯାଇଛି।