ପାଟଣାଗଡ଼:ବହୁଚର୍ଚ୍ଚିତପାଟଣାଗଡ଼ପାର୍ସଲବୋମାବିସ୍ଫୋରଣରରାୟଆଜିପ୍ରକାଶପାଇଛି। ମାମଲାରଏକମାତ୍ରଅଭିଯୁକ୍ତପୁଞ୍ଜିଲାଲମେହେରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପାଟଣାଗଡ଼ଅତିରିକ୍ତଜିଲାଦୌରାଜଜ୍। ଆଜି ସକାଳେ ପୁଞ୍ଜିଲାଲକୁ ବଲାଙ୍ଗୀର କାରାଗାରରୁ ପାଟଣାଗଡ଼ଅତିରିକ୍ତଜିଲାଦୌରାଜଜ୍ଙ୍କ ନିକଟରେ ହାଜର କରାଯାଇଥିଲା। ସାରାରାଜ୍ୟରଆଇନବିଶାରଦଏବଂଜନତାଙ୍କନଜରଏହିରାୟଉପରେରହିଥିଲା।ଗତ୧୪ତାରିଖଉଭୟପକ୍ଷରଓକିଲଙ୍କପାଟଣାଗଡ଼ଅତିରିକ୍ତଜିଲାଦୌରାଜଜ୍କୋର୍ଟରେବିତର୍କପ୍ରକ୍ରିୟାଶେଷହୋଇଥିଲା।ଏହାପରେକୋର୍ଟରାୟକୁ୨୮ତାରିଖଯାଏଁସଂରକ୍ଷିତରଖିଥିଲେ।

Advertisment

ଘଟଣାରପୃଷ୍ଠଭୂମି
୨୦୧୮ବ୍ରୁଆରି୨୩ତାରିଖପାଟଣାଗଡ଼ରେଘଟିଥିବାପାର୍ସଲବୋମାବିସ୍ଫୋରଣଘଟଣାସାରାଦେଶରେଚର୍ଚ୍ଚିତରହିଥିଲା।ଏହିଘଟଣାରେସୌମ୍ୟଶେଖରଏବଂତାଙ୍କଆଈଜେନାମଣିଙ୍କମୃତ୍ୟୁଘଟିଥିଲା।ସୌମ୍ୟଙ୍କମାସଂଯୁକ୍ତାସାହୁଙ୍କସହଚାକିରିରେପଦୋନ୍ନତିକୁନେଇଥିବାବିବାଦକାରଣରୁପୁଞ୍ଜିଲାଲ୍ମେହେରଏହିକାଣ୍ଡଭିଆଇଥିବାକୁହାଯାଉଛି।ଅଭିଯୋଗଅନୁସାରେ, ଅତିଚତୁରତାଏବଂଅତ୍ୟାଧୁନିକଜ୍ଞାନକୌଶଳରସହପୁଞ୍ଜିଲାଲଏହିବୋମାଫୁଟାଇବାରେସଫଳହୋଇଥିଲା।ମାମଲାରଖୋଳତାଡ଼କରିପୁଲିସବିଝାଳନାଳହୋଇଥିଲା।ୟୁଟ୍ୟୁବ୍ରୁପାର୍ସଲବୋମାତିଆରିକରିବାରକୌଶଳ, ତାକୁଠିକଣାସ୍ଥାନକୁପଠାଇବାଏବଂବୋମାସଫଳଭାବେବିସ୍ଫୋରଣହେବାଏସବୁଘଟଣାବଳୀସମସ୍ତଙ୍କୁତାଜୁବ୍କରିଦେଇଥିଲା।ମୋଟାମୋଟିଭାବେବୃତ୍ତିଗତଶତ୍ରୁତାକାରଣରୁହିଁଏହିଜଘନ୍ୟକାଣ୍ଡପୁଞ୍ଜିଲାଲଭିଆଇଥିବାକୁହାଯାଉଛି।

୨୦୧୮ ବ୍ରୁଆରି ୨୩ ତାରିଖ ପାଟଣାଗଡ଼ରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣା ସାରା ଦେଶରେ ଚର୍ଚ୍ଚିତ ରହିଥିଲା। ଏହି ଘଟଣାରେ ସୌମ୍ୟଶେଖର ଏବଂ ତାଙ୍କ ଆଈ ଜେନାମଣିଙ୍କ ମୃତ୍ୟୁ ଘଟିଥିଲା। ସୌମ୍ୟଙ୍କ ମା’ ସଂଯୁକ୍ତା ସାହୁଙ୍କ ସହ ଚାକିରିରେ ପଦୋନ୍ନତିକୁ ନେଇ ଥିବା ବିବାଦ କାରଣରୁ ପୁଞ୍ଜିଲାଲ୍‌ ମେହେର ଏହି କାଣ୍ଡ ଭିଆଇଥିବା କୁହାଯାଉଛି। ଅଭିଯୋଗ ଅନୁସାରେ, ଅତି ଚତୁରତା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳର ସହ ପୁଞ୍ଜିଲାଲ ଏହି ବୋମା ଫୁଟାଇବାରେ ସଫଳ ହୋଇଥିଲା। ମାମଲାର ଖୋଳତାଡ଼ କରି ପୁଲିସ ବି ଝାଳନାଳ ହୋଇଥିଲା। ୟୁଟ୍ୟୁବ୍‌ରୁ ପାର୍ସଲ ବୋମା ତିଆରି କରିବାର କୌଶଳ, ତାକୁ ଠିକଣା ସ୍ଥାନକୁ ପଠାଇବା ଏବଂ ବୋମା ସଫଳ ଭାବେ ବିସ୍ଫୋରଣ ହେବା ଏସବୁ ଘଟଣାବଳୀ ସମସ୍ତଙ୍କୁ ତାଜୁବ୍‌ କରି ଦେଇଥିଲା। ମୋଟାମୋଟି ଭାବେ ବୃତ୍ତିଗତ ଶତ୍ରୁତା କାରଣରୁ ହିଁ ଏହି ଜଘନ୍ୟ କାଣ୍ଡ ପୁଞ୍ଜିଲାଲ ଭିଆଇଥିବା କୁହାଯାଉଛି।

ବର୍ଷପରେଫଇସଲା
ବର୍ଷରତଦନ୍ତଏବଂଆଇନଗତକସରତପରେପାର୍ସଲବୋମାବିସ୍ଫୋରଣରରାୟପ୍ରକାଶପାଇବ।ଏହିଅବଧିମଧ୍ୟରେ୬୨ଜଣଙ୍କସାକ୍ଷ୍ୟଗ୍ରହଣହୋଇଛି।କ୍ରାଇମ୍ବ୍ରାଞ୍ଚହଜାରଫର୍ଦ୍ଦରଚାର୍ଜସିଟ୍ଦାଖଲକରିଛି।ତତ୍କାଳୀନକ୍ରାଇମ୍ବ୍ରାଞ୍ଜଏଡିଜିଅରୁଣବୋଥ୍ରାତଦନ୍ତରେସଂପୃକ୍ତଥିଲେ।ଏପରିକିତାଙ୍କସାକ୍ଷ୍ୟବହୁଗୁରୁତ୍ବବହନକରୁଥିବାକୁହାଯାଉଛି।ଏହିବିସ୍ଫୋରଣପରେମାସେକାଳବଲାଙ୍ଗୀରପୁଲିସମାମଲାରତଦନ୍ତଚଳାଇଥିଲା।ପରେକ୍ରାଇମବ୍ରାଞ୍ଚହାତକୁମାମଲାଯାଇଥିଲା।ମାମଲାରଖୋଳତାଡ଼ରମାସେପରେକ୍ରାଇମ୍ବ୍ରାଞ୍ଚପୁଞ୍ଜିଲାଲକୁଏକମାତ୍ରଅଭିଯୁକ୍ତଭାବେଗିରଫକରିଥିଲା।