ସୁନ୍ଦରଗଡ଼: ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ତିନି ମହଲାରେ ଚିକିତ୍ସିତ ହେଉଥିଲେ ରୋଗୀ । ଆଜି ଦିନ ବେଳେ ଡିସଚାର୍ଜ ହୋଇଥାନ୍ତେ ସେ। ହେଲେ ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଯୁବ ରୋଗୀଜଣକ । ହେଲେ କାହିଁକି ରୋଗୀ ଏହିଭଳି କାଣ୍ଡ କଲେ, ତାହା ଜଣା ପଡ଼ିନାହିଁ।
ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ତିନି ମହଲାରେ ଚିକିତ୍ସିତ ହେଉଥିଲେ ରୋଗୀ । ଆଜି ଦିନ ବେଳେ ଡିସଚାର୍ଜ ହୋଇଥାନ୍ତେ ସେ। ହେଲେ ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଯୁବ ରୋଗୀଜଣକ । ରୋଗୀଙ୍କ ନାମ ଅନୀଲ ସୋରଙ୍ଗ। ଡାଏନିଡିହି ଗାଁରେ ତାଙ୍କର ଘର ବୋଲି ଜଣାଯାଇଛି । ତାଙ୍କୁ ଗତ ରବିବାର ଦିନ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ରୋଗୀଙ୍କ ନାମ ଅନୀଲ ସୋରଙ୍ଗ। ଡାଏନିଡିହି ଗାଁରେ ତାଙ୍କର ଘର ବୋଲି ଜଣାଯାଇଛି । ତାଙ୍କୁ ଗତ ରବିବାର ଦିନ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାନସିକ ଦୁର୍ବଳ ଥିଲେ ବୋଲି କୁହାଯାଉଛି।