‘ବିଜୁ ଏକ୍ସପ୍ରେସ୍ୱେ’ରେ ବୁଲିଲା ଦନ୍ତା, ଲୋକେ ଭୟଭୀତ
ଆଜି ରାତି ପ୍ରାୟ ସାଢେ ୭ଟାରେ ସୁନ୍ଦରଗଡ଼ ସହର ନିକଟସ୍ଥ ଫଗୁଆପଡ଼ା ବିଜୁ ଏକ୍ସପ୍ରେସ ୱେ ଯାତ୍ରୀ ପ୍ରତୀକ୍ଷାଳୟ କଡ଼ରେ ଏକ ଦନ୍ତାହାତୀକୁ ଦେଖିବାକୁ ମିଳିଥିଲା। ଗୋଠଛଡ଼ା ଦନ୍ତାଟି ରାସ୍ତା ପାର ହେବାକୁ ସେଇଠି ଛିଡ଼ା ହୋଇଥିବାବେଳେ ସ୍ଥାନୀୟ ଯୁବକମାନେ ଘଉଡ଼ାଇ ଦେଇଥିବା ସୂଚନା ମିଳିଛି। ହାତୀଟି ଏବେ ସହର ସନ୍ନିକଟ ସୁବଲୟା ଆଡ଼କୁ ଚାଲିଯାଇଛି। ବନ ବିଭାଗକୁ ଖବର ଦିଆଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)