ସମ୍ବଲପୁର: ନବରାତ୍ରରେ ଜଳିବ ୫ ହଜାର ଦୀପ। ପବିତ୍ର ମହାଳୟା ଓ ନବରାତ୍ର ପାଇଁ ମାଆ ସମଲେଶ୍ବରୀଙ୍କ ମନ୍ଦିରରେ ଚାଲିଛି ଜୋରଦାର ପ୍ରସ୍ତୁତି। ମହାଳୟାରେ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମାଆ ସମଲେଶ୍ବରୀ। ପ୍ରାତଃ ସାଢ଼େ ୪ଟାରେ ମଙ୍ଗଳ ଆଳତି ପରେ ପ୍ରାତଃ ୫ଟାରେ ଦର୍ଶନ ଆରମ୍ଭ ହେବ।

Advertisment

ନବରାତ୍ରରେ ଜଳିବ ୫ ହଜାର ଦୀପ। ପବିତ୍ର ମହାଳୟା ଓ ନବରାତ୍ର ପାଇଁ ମାଆ ସମଲେଶ୍ବରୀଙ୍କ ମନ୍ଦିରରେ ଚାଲିଛି ଜୋରଦାର ପ୍ରସ୍ତୁତି। ମହାଳୟାରେ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମାଆ ସମଲେଶ୍ବରୀ। ପ୍ରାତଃ ସାଢ଼େ ୪ଟାରେ ମଙ୍ଗଳ ଆଳତି ପରେ ପ୍ରାତଃ ୫ଟାରେ ଦର୍ଶନ ଆରମ୍ଭ ହେବ। ଏଣେ ଦିବା ୧୧ଟା ୪୫ ମିନିଟ୍ ସମୟରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ସେହିପରି ସନ୍ଧ୍ୟା ୭ଟା ୪୫ ମିନିଟ୍ ସମୟରୁ ରାତ୍ର ସାଢ଼େ ୮ଟା ପର୍ଯ୍ୟନ୍ତ ମହାଆଳତି ପାଇଁ ବନ୍ଦ ରହିବ ଦର୍ଶନ। ପହଡ଼ ନୀତି ରାତ୍ର ସାଢ଼େ ୧୦ଟାରେ ହେବ। ନବରାତ୍ରର ପ୍ରଥମ ଦିନରେ ସରସ୍ବତୀ ବେଶରେ ଦର୍ଶନ ଦେବେ ମାଆ ସମଲେଇ।

ଏଣେ ଦିବା ୧୧ଟା ୪୫ ମିନିଟ୍ ସମୟରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ସେହିପରି ସନ୍ଧ୍ୟା ୭ଟା ୪୫ ମିନିଟ୍ ସମୟରୁ ରାତ୍ର ସାଢ଼େ ୮ଟା ପର୍ଯ୍ୟନ୍ତ ମହାଆଳତି ପାଇଁ ବନ୍ଦ ରହିବ ଦର୍ଶନ। ପହଡ଼ ନୀତି ରାତ୍ର ସାଢ଼େ ୧୦ଟାରେ ହେବ। ନବରାତ୍ରର ପ୍ରଥମ ଦିନରେ ସରସ୍ବତୀ ବେଶରେ ଦର୍ଶନ ଦେବେ ମାଆ ସମଲେଇ।