ଭୁବନେଶ୍ବର: ଜନତା ମଇଦାନରେରାଷ୍ଟ୍ରପତିଦ୍ରୌପଦୀମୁର୍ମୁ।ପ୍ରବାସୀଭାରତୀୟଦିବସରଉଦ୍ଯାପନୀଉତ୍ସବରେଯୋଗଦେଇଛନ୍ତି। ଶୁକ୍ରବାରପ୍ରବାସୀଭାରତୀୟ ଦିବସ ସମ୍ମେଳନରେ ତାଙ୍କୁ ମୁଖ୍ୟମନ୍ତ୍ରୀମୋହନଚରଣମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ସ୍ବାଗତ କରିଛନ୍ତି। ରାଷ୍ଟ୍ରପତିଦ୍ରୌପଦୀମୁର୍ମୁ ଆଉ ଭାରତୀୟ ସମ୍ମେଳନରେ ଉଦବୋଧନ ଦେବେ। ଏହାଛଡ଼ା ସେ ୨୭ଜଣ ପ୍ରବାସୀଭାରତୀୟଙ୍କୁ ସମ୍ମାନିତ କରିବେ। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଶୁକ୍ରବାର ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ସ୍ବାଗତ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଉ ଭାରତୀୟ ସମ୍ମେଳନରେ ଉଦବୋଧନ ଦେବେ। ଏହାଛଡ଼ା ସେ ୨୭ଜଣ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିବେ।
ସୂଚନାଯୋଗ୍ୟ, ଗତକାଲିସନ୍ଧ୍ୟାପାଖାପାଖିସାଢ଼େ୫ଟାସମୟରେରାଷ୍ଟ୍ରପତିବାୟୁସେନାରସ୍ୱତନ୍ତ୍ରବିମାନଯୋଗେଭୁବନେଶ୍ବରବିମାନବନ୍ଦରରେପହଞ୍ଚିଥିଲେ।ରାଜ୍ୟପାଳଡକ୍ଟରହରିବାବୁକମ୍ଭମପତିଓମୁଖ୍ୟମନ୍ତ୍ରୀମୋହନଚରଣମାଝୀତାଙ୍କୁବିମାନବନ୍ଦରରେସ୍ବାଗତକରିଥିଲେ।ସେଠାରୁରାଷ୍ଟ୍ରପତିସିଧାସଳଖରାଜଭବନଅଭିମୁଖେବାହାରିଥିଲେ।ଏହିସମୟରେରାଷ୍ଟ୍ରପତିରାସ୍ତାପାର୍ଶ୍ୱରେଛିଡ଼ାହୋଇଥିବାଲୋକଙ୍କୁହାତହଲାଇଅଭିବାଦନଜଣାଇଥିଲେ।ରାସ୍ତାରଉଭୟପାର୍ଶ୍ବରେପାରମ୍ପରିକନୃତ୍ୟ, ଗୀତଓବାଦ୍ୟରେରାଷ୍ଟ୍ରପତିଙ୍କୁସ୍ବାଗତକରାଯାଇଥିଲା।