ଭୁବନେଶ୍ବର: ପ୍ରଧାନମନ୍ତ୍ରୀନରେନ୍ଦ୍ରମୋଦୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ବିମାନବନ୍ଦରରେ ସ୍ବାଗତ କରିଛନ୍ତି। ଏଠାରୁ ପ୍ରଧାନମନ୍ତ୍ରୀନରେନ୍ଦ୍ରମୋଦୀ ସିଧାସଳଖ ଜନତାମଇଦାନକୁ ଯିବେ। ଓଡ଼ିଶାକୁ ଗୁରୁତ୍ବ ଦେଉଥିବା ହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି।
ଆଜିଠାରୁ ଜନତା ମଇଦାନରେ ଆରମ୍ଭ ହେଉଛି ରାଜ୍ୟ ସରକାରଙ୍କ ପ୍ରମୁଖ ନିବେଶକ ସମ୍ମିଳନୀ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୫। ଏହି ଦୁଇଦିନିଆ କନ୍କ୍ଲେଭ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିବେ। କନ୍କ୍ଲେଭ୍ର ଲକ୍ଷ୍ୟ ହେଉଛି ଓଡ଼ିଶାକୁ ଏକ ପ୍ରମୁଖ ନିବେଶ ସ୍ଥଳ ଭାବେ ଉପସ୍ଥାପନ କରିବା ଏବଂ ଦେଶବିଦେଶର ନିବେଶକମାନଙ୍କୁ ପୁଞ୍ଜିନିବେଶ ଲାଗି ଆକୃଷ୍ଟ କରିବା। କନ୍କ୍ଲେଭ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ଜୁଏଲ୍ ଓରାମ୍ ମଧ୍ୟ ଭାଗନେବେ।
ସୂଚନାଯୋଗ୍ୟ,ଆଜିଠାରୁଜନତାମଇଦାନରେଆରମ୍ଭହେଉଛିରାଜ୍ୟସରକାରଙ୍କପ୍ରମୁଖନିବେଶକସମ୍ମିଳନୀଉତ୍କର୍ଷଓଡ଼ିଶା: ମେକ୍ଇନ୍ଓଡ଼ିଶାକନ୍କ୍ଲେଭ୍ ୨୦୨୫।ଏହିଦୁଇଦିନିଆକନ୍କ୍ଲେଭ୍କୁପ୍ରଧାନମନ୍ତ୍ରୀନରେନ୍ଦ୍ରମୋଦୀଉଦ୍ଘାଟନକରିବେ।କନ୍କ୍ଲେଭ୍ରଲକ୍ଷ୍ୟହେଉଛିଓଡ଼ିଶାକୁଏକପ୍ରମୁଖନିବେଶସ୍ଥଳଭାବେଉପସ୍ଥାପନକରିବାଏବଂଦେଶବିଦେଶରନିବେଶକମାନଙ୍କୁପୁଞ୍ଜିନିବେଶଲାଗିଆକୃଷ୍ଟକରିବା।କନ୍କ୍ଲେଭ୍ରେମୁଖ୍ୟମନ୍ତ୍ରୀମୋହନଚରଣମାଝୀଉପସ୍ଥିତରହିବେ।କେନ୍ଦ୍ରମନ୍ତ୍ରୀଧର୍ମେନ୍ଦ୍ରପ୍ରଧାନ, ଅଶ୍ବିନୀବୈଷ୍ଣବଓଜୁଏଲ୍ ଓରାମ୍ ମଧ୍ୟ ଭାଗନେବେ।
କନ୍କ୍ଲେଭ୍ରେଯୋଗଦେବାଲାଗି୭୫୦୦ରୁଅଧିକ ପ୍ରତିନିଧିପଞ୍ଜୀକରଣକରିଛନ୍ତି।ଏଥିରେସିଙ୍ଗାପୁର, ଅଷ୍ଟ୍ରେଲିଆଓମାଲେସିଆଭଳି୧୬ଟିଦେଶରୁକୂଟନୀତିଜ୍ଞ, ନିବେଶକଓପ୍ରତିନିଧିଭାଗନେବେ।ଭିଏତନାମ୍, ଜିମ୍ବାୱେ, କାଜାଖସ୍ତାନ, ଭେନେଜୁଏଲା, ବ୍ରିଟେନ, ଆମେରିକାଓନେପାଳରପ୍ରତିନିଧିମଧ୍ୟଆସିବେ।ଫର୍ଚୁନ୍୪୦୦କମ୍ପାନିମଧ୍ୟରୁ୧୦୦ଟିକମ୍ପାନିଅଂଶଗ୍ରହଣକରିବେ।୧୦୦ରୁଅଧିକବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷରହେବାରସମ୍ଭାବନାରହିଛି।ଏହିକନ୍କ୍ଲେଭ୍ ଜରିଆରେରାଜ୍ୟସରକାର୫ଲକ୍ଷକୋଟିଟଙ୍କାରପୁଞ୍ଜିଯୋଗାଡ଼କରିବାକୁଲକ୍ଷ୍ୟରଖିଛନ୍ତି।କନ୍କ୍ଲେଭ୍ରେଭାଗନେବାକୁଥିବାବିଶିଷ୍ଟଶିଳ୍ପପତିମାନଙ୍କମଧ୍ୟରେରହିଛନ୍ତିଆର୍ସେଲରମିତ୍ତଲରମୁଖ୍ୟଲକ୍ଷ୍ମୀଏନ୍ମିତ୍ତଲ, ଆଦିତ୍ୟବିର୍ଲାଗ୍ରୁପ୍ରମୁଖ୍ୟକୁମାରମଙ୍ଗଳମ୍ବିର୍ଲା, ବେଦାନ୍ତରମୁଖ୍ୟଅନୀଲଅଗ୍ରୱାଲ୍, ଜେଏସ୍ଡବ୍ଲୁଗ୍ରୁପ୍ରମୁଖ୍ୟସଜ୍ଜନଜିନ୍ଦଲ, ଆଦାନୀପୋର୍ଟସ୍ ଆଣ୍ଡ୍ ଏସ୍ଇଜେଡ୍ରକରନଆଦାନୀଓଅନ୍ୟମାନେ।
କନ୍କ୍ଲେଭ୍ରେଷ୍ଟାର୍ଟଅପ୍ଓଡ଼ିଶା, ସ୍କିଲ୍ଡଇନ୍ଓଡ଼ିଶାଓମହିଳାଉଦ୍ୟମିତାଉପରେସ୍ବତନ୍ତ୍ରକାର୍ଯ୍ୟକ୍ରମଆୟୋଜନକରାଯିବ।ଏହାବ୍ୟତୀତସିଇଓରାଉଣ୍ଡ୍ଟେବୁଲ୍, ମହିଳାନେତୃତ୍ବରାଉଣ୍ଡ୍ଟେବୁଲ୍ଓଏଡିଟର୍ସରାଉଣ୍ଡ୍ଟେବୁଲ୍ଅନୁଷ୍ଠିତହେବ।ଫୋକସ୍ରେଥିବାଦେଶଗୁଡ଼ିକୁମଧ୍ୟନେଇଏକସ୍ବତନ୍ତ୍ରଅଧିବେଶନଆୟୋଜନକରାଯିବ।କନ୍କ୍ଲେଭ୍ରପ୍ରଥମଦିନରେ୫ଟିଓଦ୍ବିତୀୟଦିନରେ୧୦ଟିଅଧିବେଶନଅନୁଷ୍ଠିତହେବ।ଜାନୁଆରି୩୦ରେମେକ୍ଇନ୍ଓଡ଼ିଶାଏକ୍ସପୋସାଧାରଣଜନତାଙ୍କପରିଦର୍ଶନପାଇଁଖୋଲାଯିବ।ସେଥିରେ୧୫୦ରୁଅଧିକପ୍ରଦର୍ଶନକାରୀସେମାନଙ୍କଉତ୍ପାଦ, ସେବାଓସମାଧାନପ୍ରଦାନକରିବେ।