ଭୁବନେଶ୍ବର: ରାଜଧାନୀରେଆୟୋଜିତପ୍ରବାସୀଭାରତୀୟଦିବସ କାର୍ଯ୍ୟକ୍ରମରେସାମିଲହେବାକୁ ପ୍ରଧାନମନ୍ତ୍ରୀନରେନ୍ଦ୍ରମୋଦୀ ଆସନ୍ତା୮ତାରିଖରେ ଭୁବନେଶ୍ବରରେ ପହଞ୍ଚିବେ ବୋଲି ସୂଚନା ମିଳିଛି। ଏକ ସ୍ବତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀନରେନ୍ଦ୍ରମୋଦୀ ରାତି ୮ଟାରେ ବିମାନବନ୍ଦରରେ ଅବତରଣ କରିବେ। ସେଠାରେ ସେ ସିଧାସଳଖ ରାଜଭବନ ଯିବେ ଏବଂ ସେଠାରେ ରାତ୍ରୀଯାପନ କରିବେ। ୯ ତାରିଖ ସକାଳ ୯ଟା ୪୫ ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀନରେନ୍ଦ୍ରମୋଦୀ ରାଜଭବନରୁ ବାହାରି ରାଜଧାନୀର ଜନତା ମଇଦାନରେଆୟୋଜିତପ୍ରବାସୀଭାରତୀୟଦିବସ କାର୍ଯ୍ୟକ୍ରମରେସାମିଲ ହେବେ। ସେହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୧୦ଟାରୁ ସାଢ଼େ ୧୧ଟା ଯାଏ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।
ଏକ ସ୍ବତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାତି ୮ଟାରେ ବିମାନବନ୍ଦରରେ ଅବତରଣ କରିବେ। ସେଠାରେ ସେ ସିଧାସଳଖ ରାଜଭବନ ଯିବେ ଏବଂ ସେଠାରେ ରାତ୍ରୀଯାପନ କରିବେ। ୯ ତାରିଖ ସକାଳ ୯ଟା ୪୫ ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଭବନରୁ ବାହାରି ରାଜଧାନୀର ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ। ସେହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୧୦ଟାରୁ ସାଢ଼େ ୧୧ଟା ଯାଏ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।
ଏହିକାର୍ଯ୍ୟକ୍ରମରେସାମିଲହେବେଏବଂ୧୦ତାରିଖଉଦ୍ଯାପନୀଉତ୍ସବରେରାଷ୍ଟ୍ରପତିଦ୍ରୌପଦୀମୁର୍ମୁଯୋଗଦେବେ।ଏହିଉତ୍ସବକୁଶାନ୍ତିଶୃଙ୍ଖଳାରସହସମାପନକରିବାପାଇଁକମିସନରେଟ୍ ପୁଲିସଅଣ୍ଟାଭଡ଼ିଛି।କୌଣସିପ୍ରକାରବିଶୃଙ୍ଖଳାନହେବାପାଇଁଦିବସକୁକଡ଼ାସୁରକ୍ଷାବଳୟରେରଖାଯାଇଛି।ଏନେଇଆଜିକମିସନରେଟ୍ ପୁଲିସମୁଖ୍ୟାଳୟରେଅନୁଷ୍ଠିତସ୍ବତନ୍ତ୍ରବୈଠକରେପୁଲିସକମିସନରସୁରେଶଦେବଦତ୍ତସିଂହଓଅତିରିକ୍ତପୁଲିସକମିସନରଉମାଶଙ୍କରଦାସଯୋଗଦେଇଥିଲେ।ଏହିଅବସରରେମାସ୍କଟ୍ ‘ହାଫି’ରଲୋକାର୍ପଣହୋଇଯାଇଛି।ଏହାପୁଲିସଓଲୋକଙ୍କମଧ୍ୟରେସୁସମ୍ପର୍କରକ୍ଷାକରିବାସହଅତିଥିଙ୍କୁସ୍ବାଗତକରିବ।ସେହିଭଳିଏହିଅବସରରେସ୍ୱେଚ୍ଛାସେବୀ ‘ପ୍ରବାସୀମିତ୍ର’, ୨୪ଘଣ୍ଟିଆହେଲ୍ପଲାଇନ୍ନମ୍ବର ‘୧୯୬୫’, ହ୍ୱାଟ୍ସଆପ୍ ଚାଟ୍ବୋଟ୍ଓସ୍ବତନ୍ତ୍ରପର୍ଯ୍ୟଟକକୁପୁଲିସକମିସନରଶ୍ରୀସିଂଲୋକାର୍ପଣକରିଛନ୍ତି।