ଭୁବନେଶ୍ବର: ଆଜି ଦୁଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନା ଗୃହରେ ଘଣ୍ଟ ବାଡ଼େଇ ପ୍ରତିବାଦ କରିଛନ୍ତି। ଏଣେ ଅନ୍ୟ କଂଗ୍ରେସ ଓ ବିଜେଡି ବିଧାୟକମାନେ ବ୍ୟାରିକେଡ ଭାଙ୍ଗି ରାସ୍ତାକୁ ଆସିଛନ୍ତି। ତେଣେ ପ୍ରଶ୍ନକାଳ ସ୍ବାଭାବିକ ହୋଇଛି। ଆଜି କଂଗ୍ରେସ ପରେ ବିଜେଡି ପକ୍ଷରୁ ହାଇଡ୍ରାମା କରାଯାଇଛି। ଆଜି ଏକାଠି ହୋଇଯାଇଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ।
ଦୁଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନା ଗୃହରେ ଘଣ୍ଟ ବାଡ଼େଇବାରୁ ଉଭୟଙ୍କୁ ସେଥିରୁ ନିବୃତ୍ତ ହେବାକୁ ବାଚସ୍ପତି ସୁରମା ପାଢ଼ୀ ତାଗିଦ୍ କରିଛନ୍ତି।
assembly
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/14/THiy4ogBXd6RFZu1Pz9s.jpg)