ଭଦ୍ରକ: ‘ଭତ୍ତା ଚୋର’ କହି ବିଧାୟକ ବ୍ୟୋମକେଶ ରାୟଙ୍କୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଖେରଙ୍ଗ ପଞ୍ଚାୟତର ଲୋକମାନେ ଗୋଡ଼ାଇଲେ। ଦୁର୍ଗା ମେଢ଼ ବୁଲିବାକୁ ଆସୁଥିବା ବିଧାୟକ ଶ୍ରୀ ରାୟଙ୍କୁ ତୀବ୍ର ବିରୋଧ କରାଯିବା ସହ ଠେଲାପେଲା କରି ଗୋଡ଼ାଇ ଗୋଡ଼ାଇ ତଡ଼ିଦେଲେ ଗାଆଁ ଲୋକ। ମାଡ଼ ଭୟରେ ବିଧାୟକ ବ୍ୟୋମକେଶ ରାୟ ସେଠାରୁ ହଟହଟା ହୋଇ ଖସି ପଳାଇ ଆସିଥିଲେ।
‘ଭତ୍ତା ଚୋର’ କହି ବିଧାୟକ ବ୍ୟୋମକେଶ ରାୟଙ୍କୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଖେରଙ୍ଗ ପଞ୍ଚାୟତର ଲୋକମାନେ ଗୋଡ଼ାଇଲେ। ଦୁର୍ଗା ମେଢ଼ ବୁଲିବାକୁ ଆସୁଥିବା ବିଧାୟକ ଶ୍ରୀ ରାୟଙ୍କୁ ତୀବ୍ର ବିରୋଧ କରାଯିବା ସହ ଠେଲାପେଲା କରି ଗୋଡ଼ାଇ ଗୋଡ଼ାଇ ତଡ଼ିଦେଲେ ଗାଆଁ ଲୋକ। ମାଡ଼ ଭୟରେ ବିଧାୟକ ବ୍ୟୋମକେଶ ରାୟ ସେଠାରୁ ହଟହଟା ହୋଇ ଖସି ପଳାଇ ଆସିଥିଲେ।ଏହି ଘଟଣାକୁ ନେଇ ଚାନ୍ଦବାଲି ରାଜନୀତି ବେଶ୍ କିଛି ଉଷ୍ମ ହୋଉଛି। ଆଗାମୀ ଦିନରେ ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କୁ ଚାନ୍ଦବାଲିରେ ତୀବ୍ର ବିରୋଧ କରାଯିବା ବୋଲି ଖେରଙ୍ଗବାସୀ ଚେତାବନୀ ଦେଇଛନ୍ତି।
ଏହି ଘଟଣାକୁ ନେଇ ଚାନ୍ଦବାଲି ରାଜନୀତି ବେଶ୍ କିଛି ଉଷ୍ମ ହୋଉଛି। ଆଗାମୀ ଦିନରେ ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କୁ ଚାନ୍ଦବାଲିରେ ତୀବ୍ର ବିରୋଧ କରାଯିବା ବୋଲି ଖେରଙ୍ଗବାସୀ ଚେତାବନୀ ଦେଇଛନ୍ତି। ଭତ୍ତା ଚୋର ବିଧାୟକ ବୋଲି ନାରା ବାଜିକରି ବିଧାୟକ ଶ୍ରୀ ରାୟଙ୍କୁ ଗାଁରୁ ତଡ଼ିଦିଆ ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/03/untitled-2025-10-03-10-45-38.png)