ବଲାଙ୍ଗୀର: ଆଗରୁ କେବଳ କଲେଜ ଓ ବିଶ୍ବବିଦ୍ୟାଳୟରେ ରାଗିଂ ଅଭିଯୋଗ ଆସୁଥିଲା। ହେଲେ ଏବେ ସ୍କୁଲକୁ ବି ବ୍ୟାପିଲାଣି ରାଗିଂ ରୋଗ। ରାଗିଂ ନେଇ ଏକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଡୁମ୍ବେରବାହାଲ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟରୁ। ଗତ ୩୧ ତାରିଖରେ ଯୁକ୍ତ ଦୁଇର ୧୫ ଜଣ ଛାତ୍ର ସପ୍ତମ ଓ ଅଷ୍ଟମ ଶ୍ରେଣୀର ୯ ଜଣ ନାବାଳକ ଛାତ୍ରଙ୍କୁ ହଷ୍ଟେଲ ରୁମକୁ ଡାକି ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଡୁମ୍ବେରବାହାଲ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟରେ ଗତ ୩୧ ତାରିଖରେ ଯୁକ୍ତ ଦୁଇର ୧୫ ଜଣ ଛାତ୍ର ସପ୍ତମ ଓ ଅଷ୍ଟମ ଶ୍ରେଣୀର ୯ ଜଣ ନାବାଳକ ଛାତ୍ରଙ୍କୁ ହଷ୍ଟେଲ ରୁମକୁ ଡାକି ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏନେଇ ପୁଇଁତଲା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଏନେଇ ପୁଇଁତଲା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/post_attachments/wp-content/uploads/2018/08/ragging-1.jpg)