ଭୁବନେଶ୍ବର: ଗତକାଲି ସକାଳ ପ୍ରାୟ ୯ଟାରୁ ଅବିରତ ଚାଲିଛି ବର୍ଷା ଟୁଇନ୍ ସିଟି କଟକ ଓ ଭୁବନେଶ୍ବରରେ। ଆଜି ସକାଳେ ବି ମଧ୍ୟମ ଧରଣର ବର୍ଷା ଚାଲିଛି। କେବଳ ଟୁଇନ୍ ସିଟି ନୁହେଁ, ରାଜ୍ୟର ୧୯ଟି ଜିଲ୍ଲାରେ ଅବସ୍ଥା ସମାନ। ଶନିବାର ସକାଳେ ବର୍ଷ ହେଉଥିବାରୁ ବସ୍ ସମେତ ଅନ୍ୟ ଯାନବାହନ ଚଳାଚଳ କମ୍ ରହିଛି। ଠିକ୍ ସେହିପରି କମ୍ ଦୋକାନବଜାର ବି ଖୋଲିଛି। ତେଣେ ଧାନ ଫସଲକୁ ନେଇ ଚିନ୍ତାରେ ଚାଷୀ। ମୋଟାମୋଟି ଭାବେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଞ୍ଚଳିକପାଣିପାଗବିଜ୍ଞାନକେନ୍ଦ୍ରତଥ୍ୟଅନୁଯାୟୀଆଜି ଗତକାଲି ତୁଳନାରେ କମ୍ ବର୍ଷା ହେବ ଏବଂ ରବିବାର ପାଗରେ ପରିବର୍ତ୍ତନ ଆସିବ।

Advertisment

କେବଳ ଟୁଇନ୍ ସିଟି ନୁହେଁ, ରାଜ୍ୟର ୧୯ଟି ଜିଲ୍ଲାରେ ଅବସ୍ଥା ସମାନ। ଶନିବାର ସକାଳେ ବର୍ଷ ହେଉଥିବାରୁ ବସ୍ ସମେତ ଅନ୍ୟ ଯାନବାହନ ଚଳାଚଳ କମ୍ ରହିଛି। ଠିକ୍ ସେହିପରି କମ୍ ଦୋକାନବଜାର ବି ଖୋଲିଛି। ତେଣେ ଧାନ ଫସଲକୁ ନେଇ ଚିନ୍ତାରେ ଚାଷୀ। ମୋଟାମୋଟି ଭାବେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଞ୍ଚଳିକପାଣିପାଗବିଜ୍ଞାନକେନ୍ଦ୍ରତଥ୍ୟଅନୁଯାୟୀଆଜି ଗତକାଲି ତୁଳନାରେ କମ୍ ବର୍ଷା ହେବ ଏବଂ ରବିବାର ପାଗରେ ପରିବର୍ତ୍ତନ ଆସିବ।

ସୂଚନାଯୋଗ୍ୟ,ଗତକାଲି ଦିନସାରାଢାଙ୍କିରହିଥିଲାବାଦଲ।ବାଲେଶ୍ବରରୁଭୁବନେଶ୍ବର; କଟକରୁଅନୁଗୁଳ, ସବୁଠିଥିଲାକୋହଲାପାଗ।ସମ୍ପୂର୍ଣ୍ଣପରିବେଶଧୂଆଁମୟଦିଶୁଥିଲା।ତାଭିତରେହାଲୁକାରୁମଧ୍ୟମଧରଣରବର୍ଷାଲାଗିରହିଛି।ବଙ୍ଗୋପସାଗରରେସକ୍ରିୟଲଘୁଚାପପ୍ରଭାବରେରାଜ୍ୟରବିଭିନ୍ନସ୍ଥାନରେଏଭଳିପାଗଜାରିରହିଥିଲା।ଦିନରାତିତାପମାତ୍ରାମଧ୍ୟରେସେତେଟାଫରକଦେଖିବାକୁମିଳିନଥିଲା।ଦିନସମୟରେସବୁସ୍ଥାନରସର୍ବୋଚ୍ଚତାପମାତ୍ରା୪ରୁଡିଗ୍ରିପର୍ଯ୍ୟନ୍ତଖସିଆସିଥିଲା।