ବାତ୍ୟା ପ୍ରଭାବରେ ଝିପିଝିପି ବର୍ଷା ଓ ପବନ
ସାମୁଦ୍ରିକ ଝଡ଼ ବାତ୍ୟା ‘ଦାନା’ ପ୍ରଭାବରେ ରାଜ୍ୟରେ ଗତକାଲି ଠାରୁ ଝିପିଝିପି ବର୍ଷା ହୋଇଛି। ଆଜି ଏକାଧିକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ମଧ୍ୟ ବୁଧବାର ପୂର୍ବାହ୍ଣ ଠାରୁ ବର୍ଷା ଜାରି ରହିଛି।
/sambad/media/media_files/2024/10/24/a8Zbkn4i8IA36M2fkZGU.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)