ଭୁବନେଶ୍ବର: ସଂସଦରେ ବିଜେଡି ‘ଅପରେସନ ସିନ୍ଦୂର’କୁ ସମର୍ଥନ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ସେ କହିଛନ୍ତି, ସେନାକୁ ନେଇ ରାଜନୀତି ହେବା କଥା ନୁହେଁ। ଦେଶର ସୁରକ୍ଷା ରାଜନୀତିରୁ ଊର୍ଦ୍ଧ୍ବରେ। ସବୁବେଳେ ସୈନିକର ମନୋବଳ ବୃଦ୍ଧି କରିବା ଦରକାର।
ସଂସଦରେ ବିଜେଡି ‘ଅପରେସନ ସିନ୍ଦୂର’କୁ ସମର୍ଥନ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ସେ କହିଛନ୍ତି, ସେନାକୁ ନେଇ ରାଜନୀତି ହେବା କଥା ନୁହେଁ। ଦେଶର ସୁରକ୍ଷା ରାଜନୀତିରୁ ଊର୍ଦ୍ଧ୍ବରେ। ସବୁବେଳେ ସୈନିକର ମନୋବଳ ବୃଦ୍ଧି କରିବା ଦରକାର। ସେ ଆହୁରି କହିଛନ୍ତି, ମୁଁ ଜଣେ ସୈନିକ ଭାବେ ଜାଣିଛି ଯୁଦ୍ଧ କ୍ଷେତ୍ରରେ ସୈନିକମାନେ କିଭଳି ଦେଶର ସୁରକ୍ଷା କରନ୍ତି। ଏହାକୁ ଦୃଷ୍ଟିରେ ରଖି ବିଜେଡି ସମର୍ଥନ ଜଣାଇଛି।
ସେ ଆହୁରି କହିଛନ୍ତି, ମୁଁ ଜଣେ ସୈନିକ ଭାବେ ଜାଣିଛି ଯୁଦ୍ଧ କ୍ଷେତ୍ରରେ ସୈନିକମାନେ କିଭଳି ଦେଶର ସୁରକ୍ଷା କରନ୍ତି। ଏହାକୁ ଦୃଷ୍ଟିରେ ରଖି ବିଜେଡି ସମର୍ଥନ ଜଣାଇଛି।