ଭୁବନେଶ୍ୱର:ବାଲେଶ୍ୱରଫକୀରମୋହନସ୍ୱୟଂଶାସିତମହାବିଦ୍ୟାଳୟଛାତ୍ରୀସୌମ୍ୟଶ୍ରୀବିଶିଙ୍କଆତ୍ମଦାହଘଟଣାରେଆଜିବିଜୁଜନତାଦଳପକ୍ଷରୁଲୋକସେବାଭବନଘେରାଉଡାକରାଦିଆଯାଇଥିଲା। ଏଥିରେବିଜେଡ଼ିରହଜାରହଜାରକର୍ମୀଶାନ୍ତିପୂର୍ଣ୍ଣଭାବରେଲୋୟରପିଏମଜିଠାରେସୌମ୍ୟଶ୍ରୀଙ୍କୁନ୍ୟାୟଦାବିରେପ୍ରତିବାଦକରୁଥିବାବେଳେସେମାନଙ୍କଉପରେପୁଲିସରନିର୍ମମଓଅମାନୁଷିକଆକ୍ରମଣକୁବିରୋଧୀଦଳନେତାନବୀନପଟ୍ଟନାୟକକଡ଼ାଭାଷାରେନିନ୍ଦାକରିଛନ୍ତି।ଏଭଳିଅତ୍ୟାଚାରକୁଶ୍ରୀପଟ୍ଟନାୟକବର୍ବରୋଚିତବୋଲିବର୍ଣ୍ଣନାକରିଛନ୍ତି।ଏହିଘଟଣାରେବହୁବିଜେଡ଼ିକର୍ମୀଓସାଧାରଣଲୋକଆହତହେବାଖବରରେସେଉଦବେଗପ୍ରକାଶକରିଛନ୍ତି।
ସୌମ୍ୟଶ୍ରୀ ବିଶିଙ୍କଆତ୍ମଦାହ ଘଟଣାରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଲୋକସେବା ଭବନ ଘେରାଉ ଡାକରା ଦିଆଯାଇଥିଲା। ଏଥିରେ ବିଜେଡ଼ିର ହଜାର ହଜାର କର୍ମୀ ଶାନ୍ତିପୂର୍ଣ୍ଣ ଭାବରେ ଲୋୟର ପି ଏମ ଜି ଠାରେ ସୌମ୍ୟଶ୍ରୀଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ କରୁଥିବା ବେଳେସେମାନଙ୍କ ଉପରେ ପୁଲିସର ନିର୍ମମ ଓ ଅମାନୁଷିକ ଆକ୍ରମଣକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଡ଼ା ଭାଷା ରେ ନିନ୍ଦା କରିଛନ୍ତି।ଏଭଳି ଅତ୍ୟାଚାରକୁ ଶ୍ରୀ ପଟ୍ଟନାୟକ ବର୍ବରୋଚିତ ବୋଲି ବର୍ଣ୍ଣନା କରିଛନ୍ତି। ଏହି ଘଟଣାରେ ବହୁ ବିଜେଡ଼ି କର୍ମୀ ଓ ସାଧାରଣ ଲୋକ ଆହତ ହେବା ଖବରରେ ସେ ଉଦବେଗପ୍ରକାଶ କରିଛନ୍ତି।
ପୁଲିସଆକ୍ରମଣରେଆହତସାଂସଦସୁଲତାଦେଓ ,ପୂର୍ବତନମନ୍ତ୍ରୀପ୍ରଣବପ୍ରକାଶଦାସଓପ୍ରୀତିରଞ୍ଜନଘଡ଼ାଇଙ୍କସହଶ୍ରୀପଟ୍ଟନାୟକଫୋନ୍ଯୋଗେକଥାହୋଇସେମାନଙ୍କସ୍ୱାସ୍ଥ୍ୟଅବସ୍ଥାସମ୍ପର୍କରେପଚାରିବୁଝିଥିଲେଓଆଶୁଆରୋଗ୍ୟକାମନାକରିଥିଲେ।