ମାଲକାନଗିରି: ଯାତ୍ରା ମଞ୍ଚରେ ସାହୁ ଭାଉଜଙ୍କ ଅଶ୍ଳୀଳ ନୃତ୍ୟ ପରିବେଷଣ ସମୟରେ ମାଥିଲି ଥାନା ଆଇଆଇସିଙ୍କ ଉପସ୍ଥିତିକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିବା ପରେ ସଜାଗ ହୋଇଛି ମାଲକାନଗିରି ପୁଲିସ। ଗତକାଲି ଆଇଟମ୍ ଗାର୍ଲ ନିଶା ମହାରଣାଙ୍କ ସମସ୍ତ ଡ୍ୟାନ୍ସ ପୁରା ରେକର୍ଡିଂ ହୋଇଥିବା ଦେଖିବାକୁ ମିଳିଥିଲା। ପ୍ରଶାସନିକ କଟକଣା ମାନି ଲିଖିତ ଅଣ୍ଡରଟେକିଙ୍ଗ ଦେବା ସହ ଭିଡିଓ କ୍ୟାମେରା ଲଗାଇ ଆଇଟମ ଡ୍ୟାନ୍ସ କରାଇଥିବା କଥା ମାଲକାନଗିରି ସଦର ମହକୁମାର ଯାତ୍ରା ଆୟୋଜନ କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ଏବେଠାରୁ କ୍ୟାମେରା ଲେନ୍ସରେ କଏଦ ହେବ ଯାତ୍ରା ମଂଚର ରେର୍କଡ ଡ୍ୟାନ୍ସ । ଆଇଟମ ଡ୍ୟାନ୍ସ ସର୍ତ୍ତମୁଳକ ଅନୁମତି ଦେଇଛି ମାଲକାନଗିରି ପୁଲିସ। ମାଲକାନଗିରି କୋତା ମେଟାଠାରେ ଯାତ୍ରା ମଞ୍ଚରେ ସାହୁ ଭାଉଜଙ୍କ ଅଶ୍ଳୀଳ ନୃତ୍ୟ ପରିବେଷଣ ପରେ ଯାତ୍ରା ଆୟୋଜନ କମିଟି ଉପରେ କଟକଣା ଜାରି ହୋଇଛି।

/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/31/cCJ6x8aF9DHWqvHqLk13.jpg)