ପୁରୀ: ଆରମ୍ଭ ହେଲା ପୁରୀ ହବିଷ୍ୟାଳି ଶିବିର ପାଇଁ ପଞ୍ଜୀକରଣ । ଅନଲାଇନରେ ଓପନ ହୋଇଛି ଲିଙ୍କ୍ । edistrict.odisha.gov.in ରେ ପଞ୍ଜିକରଣ କରିବେ ଶ୍ରଦ୍ଧାଳୁ । ପ୍ରଥମ ଥର ଆବେଦନ କରୁଥିଲେ ଅଗ୍ରାଧିକାର ଦିଆଯିବ।
ଆରମ୍ଭ ହେଲା ପୁରୀ ହବିଷ୍ୟାଳି ଶିବିର ପାଇଁ ପଞ୍ଜୀକରଣ । ଅନଲାଇନରେ ଓପନ ହୋଇଛି ଲିଙ୍କ୍ । edistrict.odisha.gov.in ରେ ପଞ୍ଜିକରଣ କରିବେ ଶ୍ରଦ୍ଧାଳୁ । ପ୍ରଥମ ଥର ଆବେଦନ କରୁଥିଲେ ଅଗ୍ରାଧିକାର ଦିଆଯିବ। ସ୍ଲଟ୍ ଥିବା ପର୍ଯ୍ୟନ୍ତ ଅର୍ଥାତ୍ ୨୫୦୦ ହବିଷ୍ୟାଳି ପଞ୍ଜିକରଣ ହେବା ପର୍ଯ୍ୟନ୍ତ ହିଁ ଆକ୍ଟିଭ୍ ରହିବ ଆବେଦନ ଲିଙ୍କ। ଗତ ବର୍ଷ ଭଳି ନିଶୁଳ୍କ ରହଣି ସହ ମହାପ୍ରସାଦ ସେବନ ଓ ସ୍ଵତନ୍ତ୍ର ଜଗନ୍ନାଥ ଦର୍ଶନ ସୁବିଧା ପାଇବେ ହବିଷ୍ୟାଳି।
ସ୍ଲଟ୍ ଥିବା ପର୍ଯ୍ୟନ୍ତ ଅର୍ଥାତ୍ ୨୫୦୦ ହବିଷ୍ୟାଳି ପଞ୍ଜିକରଣ ହେବା ପର୍ଯ୍ୟନ୍ତ ହିଁ ଆକ୍ଟିଭ୍ ରହିବ ଆବେଦନ ଲିଙ୍କ। ଗତ ବର୍ଷ ଭଳି ନିଶୁଳ୍କ ରହଣି ସହ ମହାପ୍ରସାଦ ସେବନ ଓ ସ୍ଵତନ୍ତ୍ର ଜଗନ୍ନାଥ ଦର୍ଶନ ସୁବିଧା ପାଇବେ ହବିଷ୍ୟାଳି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/09/19/untitled-2025-09-19-15-01-47.png)