ଭୁବନେଶ୍ବର: ଡିଜେ ଗାଡ଼ି ଉପରେ ଲାଗିଲା ଅଙ୍କୁଶ । ମୋଟର ଯାନର ବେଆଇନ ଢାଞ୍ଚା ପରିବର୍ତ୍ତନ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ବାଣିଜ୍ୟ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜାରି ହେଲା ସର୍କୁଲାର । ଗାଡ଼ିରେ ମନଇଛା ଉଚ୍ଚତା, ଦୈର୍ଘ୍ୟ, ପ୍ରସ୍ଥ ବୃଦ୍ଧି ହୋଇପାରିବ ନାହିଁ । ମୋଟର ଯାନ ଆଇନ ଅନୁଯାୟୀ ଆରସି, ଫିଟନେସ ବାତିଲ ହେବ । ଏଥିସହ ଜରିମାନା ବି ଲାଗିବ।
ଡିଜେ ଗାଡ଼ି ଉପରେ ଲାଗିଲା ଅଙ୍କୁଶ । ମୋଟର ଯାନର ବେଆଇନ ଢାଞ୍ଚା ପରିବର୍ତ୍ତନ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ବାଣିଜ୍ୟ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜାରି ହେଲା ସର୍କୁଲାର । ଗାଡ଼ିରେ ମନଇଛା ଉଚ୍ଚତା, ଦୈର୍ଘ୍ୟ, ପ୍ରସ୍ଥ ବୃଦ୍ଧି ହୋଇପାରିବ ନାହିଁ । ମୋଟର ଯାନ ଆଇନ ଅନୁଯାୟୀ ଆରସି, ଫିଟନେସ ବାତିଲ ହେବ । ଏଥିସହ ଜରିମାନା ବି ଲାଗିବ।
ଅନେକ ସମୟରେ ଡିଜେ ଯୋଗୁଁ ଅଘଟଣ ଘଟିଥାଏ । କେଉଁଠି ବିଦ୍ୟୁତ ତାର ଲାଗି ଜୀବନ ଯାଉଥିବା ବେଳେ ଆଉ କେଉଁଠି ଡିଜେ ଶବ୍ଦ କାଳ ହେଉଛି । ତେଣୁ ଏହି ସବୁ ଅଘଟଣକୁ ଏଡ଼ାଇବାକୁ ଏବେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/09/17/dj-2025-09-17-14-44-49.png)