ବନ୍ଧମୁଣ୍ଡା (ଦେବ କୁମାର ଦେ): ଆଜି ସକାଳେ ରାଉରକେଲା ସିବିଆଇ ଟିମ ରାଉଲକେଲା ବିଶ୍ରା ଛକ ଠାରେ ବନ୍ଧମୁଣ୍ଡା ଆରପିଏଫ ଥାନାର ଜଣେ ଆରପିଏଫ ଯବାନ ମହମ୍ମଦ ଅସରାରଙ୍କୁ ଜଣେ ବେପାରୀଠୁ ୧୫ ହାଜର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ଗିରଫ କରିଛି। ଗିରଫ ଆରପିଏଫ ଯବାନଙ୍କୁ ସିବିଆଇ ଟିମ ଗିରଫ କରି ରାଉଲକେଲା ସିବିଆଇ କାର୍ଯ୍ୟାଳୟକୁ ନେଇ ଯାଇଛି।
ଗିରଫ ଆରପିଏଫ ଯବାନ ମହମ୍ମଦ ଅସରାର ସିବିଆଇକୁ ବୟାନ ଦେଇଛନ୍ତି ଯେ ସିଏ ବନ୍ଧମୁଣ୍ଡା ଆରପିଏଫ ଇନ୍ସପେକ୍ଟର ଅରୁଣ ଟୋକାସଙ୍କ କହିବା ଅନୁଯାୟୀ ଏହି ମହିଳା ବେପାରିଙ୍କ ପାଖରୁ ୧୫ ହଜାର ଟଙ୍କା ନେବା ପାଇଁ ଆସିଥିଲି। ବର୍ତମାନ ସିବିଆଇ ଟିମର ସଦସ୍ୟ ଘଟଣାର ତଦନ୍ତ କରିବା ସହିତ ବନ୍ଧମୁଣ୍ଡା ଆରପିଏଫ ଇନ୍ସପେକ୍ଟର ଅରୁଣ କୁମାର ଟୋକାସଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚଳାଇଛି।
ଗିରଫ ଆରପିଏଫ ଯବାନ ସିବିଆଇକୁ ବୟାନ ଦେଇଛନ୍ତି ଯେ ସିଏ ବନ୍ଧମୁଣ୍ଡା ଆରପିଏଫ ଇନ୍ସପେକ୍ଟର ଅରୁଣ ଟୋକାସଙ୍କ କହିବା ଅନୁଯାୟୀ ଏହି ମହିଳା ବେପାରିଙ୍କ ପାଖରୁ ୧୫ ହଜାର ଟଙ୍କା ନେବା ପାଇଁ ଆସିଥିଲି। ବର୍ତମାନ ସିବିଆଇ ଟିମର ସଦସ୍ୟ ଘଟଣାର ତଦନ୍ତ କରିବା ସହିତ ବନ୍ଧମୁଣ୍ଡା ଆରପିଏଫ ଇନ୍ସପେକ୍ଟର ଅରୁଣ କୁମାର ଟୋକାସଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/10/10/untitled-2025-10-10-11-07-06.png)